Posts

Showing posts from April 25, 2025

କାଶ୍ମୀର ରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ପ୍ରତିବାଦ ସଭା l

Image
ଯାଜପୁର /ବ୍ୟାସନଗର ତା. ୨୫/୦୪ :- କାଶ୍ମୀର ରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ନୀହତ ହୋଇଥିବା ହିନ୍ଦୁମାନଙ୍କୁ ଆଜି ଗୋପବନ୍ଧୁ ଛକ ଠାରେ ବଜରଙ୍ଗଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ନୀହତ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ଦୀପଦାନ ସହିତ ପାଞ୍ଚ ଥର ମହା ମୃତୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା l ପାକିସ୍ତାନ ର ଆତଙ୍କବାଦ କାର୍ଯ୍ୟ କଳାପ ଓ ହିନ୍ଦୁ ମାନଙ୍କୁ ଚିହ୍ନଟ କରି ଗୁଳି କରିବା କୁ ସଂଗଠନ ତରଫରୁ ଘୋର ନିନ୍ଦା କରାଯାଇ ପାକିସ୍ତାନ ପତାକା କୁ ଗୋଡ଼ରେ ଦଳି ମକଚି ପଡ଼ିଯାଇଥିଲା l ଶେଷରେ ସରକାରଙ୍କ ନିକଟରେ ଦାବି କରାଯାଇଥିଲା ଯେ, ଭାରତରେ ଯେଉଁ ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଦେଶରୁ ବିଦା କରାଯାଉ l ଏହି ପ୍ରତିବାଦ ସଭାରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ବଜରଙ୍ଗ ଦଳ ଜିଲ୍ଲା ସତସଙ୍ଗ ପ୍ରମୁଖ ପ୍ରଭାତ ଭୂୟାଁ,ଜିଲ୍ଲା ସହ ସୁରକ୍ଷା ପ୍ରମୁଖ ଅସିତ ଦାସ, ଭାରତୀୟ ଜନତା ପାର୍ଟି ଜିଲ୍ଲା ଉପ ସଭାପତି ପ୍ରସନ୍ନ ସାମଲ, ସଙ୍ଘ ଅଧିକାରୀ ସତ୍ୟଜିତ ଦାସ ଓ ଅନନ୍ତ କର, ସୁକିନ୍ଦା ପ୍ରଖଣ୍ଡ ସଂଯୋଜକ ପ୍ରଶାନ୍ତ ରଣା, ନଗର ସହ ସଂଯୋଜକ ସୁବାଷ ଜେନା,ମହେନ୍ଦ୍ର ମଲିକ, ସ୍ମୃତି ରଞ୍ଜନ ପଣ୍ଡା,ବ୍ରଜ ମୋହନ ପାତ୍ର, ଲିପୁ ନାୟକ, ଦିଲୀପ ସାହୁ, ମୁନା ନାୟକ,ଵାପିନା ନାୟକ,ର...