Posts

"ଉଦୟବଟ" ତରଫରୁ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l

Image
  ଯାଜପୁର /କୋରେଇ (୦୭/୦୭): - ଚଳିତ ବର୍ଷ ୭୫ତମ ବନ ମହୋତ୍ସବ ଏକ ସପ୍ତାହ ଧରି ସାରା ରାଜ୍ୟରେ ପାଳିତ ହେଉଥିବା ବେଳେ ଶେଷ ଅର୍ଥାତ ୭ମ ଦିବସରେ ରବିବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅର୍ନ୍ତଗତ ପୂର୍ବକୋଟ ସ୍ଥିତ ‘ଇଣ୍ଡଟେକ୍ ଏଜୁକେସନ ଆଣ୍ଡ ଟେକ୍ନିକାଲ ଇଷ୍ଟିଚ୍ୟୁଟ୍‌’ ଠାରେ ପରିବେଶ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଏବଂ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।