କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ଅନୁଗୁଳ (ବ୍ୟୁରୋ ରିପୋର୍ଟ) - ଓଡି଼ଶା କରୁଛି କରୋନା ମୁକାବିଲା, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲାର ଶ୍ରୀଯୁକ୍ତ ସୁଜିତ୍ ପ୍ରସାଦ ଦ୍ବିବେଦୀ(ରାଜ୍ୟ ସାଧାରଣ ସଂପାଦକ,ବିଜୁ ଯୁବ ଜନତା ଦଳ) ଓ ବିଜୁ ଯୁବ ବାହିନୀ ସଭାପତି ଅବିନାଶ ପରିଡ଼ା ଉପସ୍ଥିତିରେ ଶ୍ରୀମତୀ ନିର୍ମଳା ମାଝୀ(ANM)
ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ମଞ୍ଜୁଶ୍ରୀ ସାହୁ, ଆଶା କର୍ମୀ ଶ୍ରୀମତୀ କନ୍ତିଲତା ମହାରଥ ଙ୍କ ଜରିଆରେ ଅନୁଗୋଳ ରାଧାରମଣ ପଡ଼ା ରେ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା, ମହିଳା ମାନଙ୍କୁ ସାମାଜିକ ଦୂରତାକୁ ରକ୍ଷା କରିବା ସହ ହାତ ଧୋଇବାକୁ ଦିଆଯାଇ ଥିବା ଶୈଳୀ ସିଖଜାଇଥିଲା ଏବଂ ମାସ୍କ ବଣ୍ଟନ କରାଯାଇଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।