ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ହୋଟେଲ ହେମଲତା ସିଲ l

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ସ୍ମାର୍ଟ ସିଟି ରେ ବଢ଼ି ଚାଲିଛି ଦେହ ବେପାର l ବାରମ୍ବାର ପୋଲିସ୍ ର ଚଢାଉ ପରେ ବି ଥମିବାର ନାଁ ଧରୁନି ଏହି କୁତ୍ସିତ କାର୍ଯ୍ୟ l ଏହି ପରି ପୁଣିଥରେ ନଜରକୁ ଆସିଛି, ଭୁବନେଶ୍ୱର କଳିଙ୍ଗ ନଗର କେ-୧,ଫେଜ-୨ ରେ ଥିବା ହୋଟେଲ ହେମଳତା ପ୍ୟାଲେସ l ଗତ କାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ସିଲ କରିଛି ହୋଟେଲ ହେମଳତା ପ୍ୟାଲେସକୁ I ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହୋଟେଲ ଉପରେ ପୋଲିସ ଚଢ଼ାଉ କରିଥିଲା ପୋଲିସ୍ ।ଚଢ଼ାଉ ସମୟରେ କେତେକ ଯୁବତୀ ଓ ଯୁବକ ଙ୍କୁ କୋଠରୀ ମସଧ୍ୟରେ ଅସଂଯତ ଅବସ୍ଥାରେ ପୋଲିସ ଦେଖିବାକୁ ପାଇଥିଲା ।ପୋଲିସ ସେଠାରୁ ଆଠ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ଙ୍କୁ ଅଟକ ରଖିଛି।ହୋଟେଲ ମ୍ୟାନେଜର କୌଶଳକ୍ରମେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି।
Hotel HemLata Seal on allegations of prostitution. 
Bhubaneswar (Beuro Report): - In the smart city, prostitution is on the rise. The ugly act has not stopped even after repeated police raids. The Commissioner in the last tomorrow evening has settled in the hotel of the Hemalata palace in the hotel in the state of land .pology in the middle of the trace .polising while in the middle of the land, two people. The hotel manager has reportedly been able to tactfully return from the scene.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !