ବଉଳ ଫୁଲର ୧୫ ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଶିଶୁ ମାନଙ୍କ ଚିନ୍ତନ ଶକ୍ତି କୁ ପରିପ୍ରକାଶ କରିବା ପାଇଁ ଶିଶୁ ସାହିତ୍ୟିକ ମନେ ସେମାନଙ୍କ ପାଇଁ ବଳିଷ୍ଠ ଲେଖନୀ ଚାଳନା କରିବା ପାଇଁ ବରଣ୍ୟ ଅତିଥି ମାନେ ଆହ୍ୱାନ ଦେଇ ଥିଲେ ଶିଶୁ ମାନଙ୍କ ଭିତରେ ବହୁ ପ୍ରତିଭା ରହିଛି ସେହି ପ୍ରତିଭା କୁ ବିକଶିତ କରିବା ସେ ଭଳି ଲେଖା ପ୍ରକାଶ କଲେ ସେମାନଙ୍କ ଅସଜଡ଼ା ମନ କୁ ଠିକି ବାଟରେ ଆଣିବା ପାଇଁ ଶିଶୁ ସାହିତ୍ୟିକ ମନେ ଯତ୍ନ ସିଳ ହେବା କୁ ଅତିଥି ମନେ ପରାମର୍ଶ ଦେଇ ଥିଲେ l ଶିଶୁ ମାନ ବର୍ତ୍ତମାନ ଓ ଭବିଷ୍ୟତ ର ସମାଜ ପାଇଁ ମେରୁଦଣ୍ଡ ସଦୃଶ ତେଣୁ ଶିଶୁ ମାନଙ୍କ ଚିନ୍ତନ ଶକ୍ତ କୁ ଜାଗ୍ରତ କରିବା ଶିଶୁ ପତ୍ରିକା "ବଉଳ ଫୁଲ" ସାହିତ୍ୟ ଅପରିହାର୍ଯ୍ୟ ବଉଳ ଫୁଲ ସାହିତ୍ୟ ସଂସଦ ର ୧୫ତମ ସ୍ଵନକ୍ଷତ୍ର ଉତ୍ସବ ରେ ଅତିଥି ମାନେ ଆହ୍ୱାନ କରି ଥିଲେ l ଯାଜପୁର ଜ଼ିଲ୍ଲା ର ବ୍ୟାସନଗର ର ରୟାଲ କଳିଙ୍ଗ ମଣ୍ଡପରେ ୧୫ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇ ଥିଲା lଏହି ଉତ୍ସବ କୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଥିଲେ। ଶ୍ରୀ ମିଶ୍ର କହିଲେ ଶିଶୁ ପ୍ରତ୍ରିକା ବଉଳ ଫୁଲ ଶିଶୁ ମାନଙ୍କ ଚିନ୍ତନ ଶକ୍ତି ଜାଗ୍ରତ କରିବା ବିଭିନ୍ନ ଉପଦେୟ ଲେଖା ପ୍ରକାଶ କରି ଶିଶୁ ମାନଙ୍କ ପ୍ରିୟ ଭାଜନ ହୋଇ ପାରିଛି। ଏହି ପ୍ରତ୍ରିକା ର ଉତ୍ତୋରତ୍ତର ଉନ୍ନତି କାମନା କରି ଥିଲେ ମଧ୍ୟ। ବ...