ତାଳଦଣ୍ଡା କେନାଲ ରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର l

କଟକ(ବ୍ୟୁରୋ ରିପୋର୍ଟ ):- ଆଜି ସକାଳୁ ମାଲ ଗୋଦାମ ଥାନା ଅନ୍ତର୍ଗତ ତାଳଦଣ୍ଡା କେନାଲ ରେ ଜୈନକା ମହିଳା ଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେଇଥିଲେ।ମାଲଗୋଦାମ ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ମୃତ ଦେହ କୁ ଜବଦ କରି କଟକ ବଡ଼ ମେଡିକାଲ (ଏସ ସି ବି) କୁ ପୋଷ୍ଟମର୍ଟମ କରିବାକୁ ପଠାଇ ତଦନ୍ତ ଆରମ୍ଭ କରିଛି।ମହିଳା ଙ୍କ ପରିଚୟ ମିଳି ପାରିନାହିଁ l