ସାମଗ୍ରିକ ପ୍ରଦର୍ଶନରେ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ପ୍ରଥମ ସ୍ଥାନ ସହ ଟାଟା ଷ୍ଟିଲ ମାଇନିଂ ୭ଟି ପୁରସ୍କାରରେସମ୍ମାନିତ I

(୨୪ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ୨୦୨୨-୨୩) ଯାଜପୁର (କଳିଙ୍ଗନଗର) :- ୨୪/୧/୨୦୨୩: ଅଗ୍ରଗାମୀ, ଦୀର୍ଘସ୍ଥାୟୀ ଓ ଲକ୍ଷ୍ୟଭିଭିନ୍ନ ପଦକ୍ଷେପ ସହିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏସ୍ଏଲ୍) ଭୁବନେଶ୍ବର କ୍ଷେତ୍ରରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଭୁବନେଶ୍ବରଠାରେ ଆୟୋଜିତ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମୂଲଏମ୍ସି) ସପ୍ତାହ ୨୦୨୨-୨୩ ପାଳନ ଅବସରରେ ସାମଗ୍ରିକ ପ୍ରଦର୍ଶନ ବିଭାଗରେ ପ୍ରଥମ ମୁରସ୍କାର ହାସଲ କରିଛି ।ଗ୍ରୁପ୍ -୨ ଅନ୍ତର୍ଗତ ଟିଏସ୍ଏମ୍ଏଲ୍ ସୁକିନ୍ଦା କ୍ରୋମାଇଟ୍ ଖଣି ସାମଗ୍ରିକ ପ୍ରଦର୍ଶନ ଓ ଦୀର୍ଘସ୍ଥାୟୀ ବିଦାଶରେ ପ୍ରଥମ ପୁରସ୍କାର ଓ ଦନୀକରଣରେ ଦ୍ବିତୀୟ ଏବଂ ଉଲ୍ଲେମେସନ୍ ଓ ଥଇଥାନରେ ତୃତୀୟ ପୁରସ୍କାର ହାସଲ କରିଛି । ସେହିପରି ଗ୍ରୁପ୍ -୪ ଅନ୍ତର୍ଗତ ସାରୁଅବିଲ କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚଳନ ରେ ପ୍ରଥମ ଏବଂ କମର୍ଦା କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚାଳନା ଓ ରିଲ୍ଲେମେସନ୍ ଏବଂ ୱେଷ୍ଟ ଚର୍ଚ୍ଚାର ଥଇଥାନ ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ସଫଳତା ଉପରେ ଖୁସି ପ୍ରକାଶ କରି ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସଚିଜା କହିଛନ୍ତି ଯେ, ‘୭ଟି ପୁରସ୍କାର ହାସଲ କରିବା ନିଶ୍ଚିତ ଭାବେ ଆମ ପାଇଁ ଏକ ଗର୍ବ ର ବିଷୟ । ଏହା ନିଶ୍ଚିତ ଭାବେ ଆମ ଟିମ୍ କୁ ଅଧିକ ପରିଶ୍ରମ ଓ ନୂତନ ...