Posts

Showing posts from September 2, 2021

Dr. Ionizer ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର:- କୁଆଖିଆ ରେ Dr. Ionizer ର ପିଇବା ପାଣି ମାଧ୍ୟମରେ ଇମ୍ମ୍ୟୁନିଟି କୁ କିପରି ବୃଦ୍ଧି କରିପାରିବ, ତା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହା ବ୍ୟତୀତ ନୂତନ ନିଯୁକ୍ତି ସୁଯୋଗର ବ୍ୟବସ୍ଥା କରାଯାଇଛି l  ଏଥିରେ ସ୍ୱାସ୍ଥ୍ୟ ସଲ୍ହାକାର ଓ dr. Aqua କମ୍ପାନୀ ର ପ୍ରଵକ୍ତା ଶ୍ରୀ ରାଜୀବ ଲୋଚନ ସାର, କୁଆଖିଆ ଶାଖା ର ପରିଚାଳକ ଶ୍ରୀ ଦେବେନ୍ଦ୍ର ଛନ୍ଦ ଓ ଯାଜପୁର ଜିଲ୍ଲା ର କମ୍ପାନୀ କୋ୍ଡିନେଟର ମୁଖ୍ୟ ଶ୍ରୀ ଜ୍ୟୋତିରଞ୍ଜନ ରାୟ ଙ୍କ ସହଯୋଗରେ ଆୟୋଜନ ଏହି ସଚେତନତା ଶିବିର ରେ ଜନସାଧାରଣ ଙ୍କ ଉତମ ସ୍ୱାସ୍ଥ୍ୟ ବିଷୟରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଇଛି l ପିଇବା ପାଣି କୁ ସ୍ଵଚ୍ଛ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଜନସାଧାରଣ ଙ୍କୁ ସେବା ଯୋଗାଇଦେବାର ରେ Dr. Aqua କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ବହୁ ଯୁବ ଓ ଅଭିଜ୍ଞାତା ଲୋକ ଉପସ୍ଥିତ ରହି ପାଣି ର ଇମ୍ମ୍ୟୁନିଟି ର ଉପକାରିତା ଉପରେ ଜ୍ଞାନ ନେଇଥିବାର ଦେଖିବାକୁ ମିଳିଥିଲା I Awareness camps have been organized by Dr. Ionizer.  Jajpur: - Dr. Ionizer in Kuakhia. Awareness camps have been held on how Ionizer can boost immunity through drinking water.  This includes health care workers and Drs. ...

ଆସିଲା ଗଣେଶ ପୂଜା ଗାଇଡ୍ ଲାଇନ୍ l

Image
ଭୁବନେଶ୍ୱର :- ପାର୍ବଣ ର ପ୍ରଥମ ପୂଜା ଗଣେଶ ପୂଜା ପାଇଁ ଆସିଲା ବିଏମସିର ଗାଇଡଲାଇନ୍ । କୋଭିଡ଼-୧୯ ପ୍ରୋଟୋକଲ ମାନି ମଣ୍ଡପ ଓ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା ପାଇଁ ଅନୁମତି ମିଳିଛି । ମଣ୍ଡପରେ ପୂଜା କରିବା ପାଇଁ ଭୁବନେଶ୍ୱର ପୋଲିସ୍ କମିଶନରଙ୍କ ଦ୍ଵାରା ଅନୁମତି ନେବାକୁ ପଡିବ । କିନ୍ତୁ ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ଓ ଆୟୋଜକ ମାନେ ସାମାଜିକ ଦୂରତା ଭଳି ସମସ୍ତ କଟକଣା ମାନିବେ l ଗଣେଶ ପୂଜା ଅବସରରେ ମଣ୍ଡପ ରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ଆୟୋଜକ ମାନେ ସାମାଜିକ ଦୂରତା ଭଳି ସମସ୍ତ କୋଭିଡ଼-୧୯ ପ୍ରୋଟୋକଲ ଗ୍ରହଣ କରି ମଣ୍ଡପ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା କରିପାରିବେ । ସେମାନଙ୍କୁ ଭୁବନେଶ୍ୱର ପୋଲିସ୍ କମିଶନରଙ୍କ ଦ୍ଵାରା ଅନୁମତି ନେବାକୁ ପଡିବ । ପୂଜା କେବଳ ରୀତିନୀତି ପାଳନ ପାଇଁ କରାଯିବ । ପୁରୋହିତଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ବ୍ୟବହାର ଉଦ୍ଦେଶ୍ୟରେ ମଣ୍ଡପ ପେଣ୍ଡାଲଙ୍କୁ ତିନି ପାର୍ଶ୍ୱରେ ଆବଦ୍ଧ ଏବଂ ଗୋଟିଏ ପାର୍ଶ୍ୱରେ ଖୋଲିବାକୁ ପଡିବ । ଏହି ଚତୁର୍ଥ ପାର୍ଶ୍ୱକୁ ମଧ୍ୟ ସଠିକ୍ ଭାବରେ ଆଚ୍ଛାଦିତ କରାଯିବା ଉଚିତ । ମୂର୍ତ୍ତି ଆକାର ୪ ଫୁଟରୁ କମ୍ ହେବା ଉଚିତ୍ । ପୂଜା ସମୟରେ ୭ରୁ ଅଧିକ ବ୍ୟକ୍ତି ଅନୁମତି ରହିବେ ନାହିଁ, ଏବଂ ଉପସ୍ଥିତ ସମସ୍ତଙ୍କୁ କଡା କୋଭିଡ଼-୧୯ ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ପଡ...