Posts

Showing posts from February 5, 2021

ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍. ୟୁନିଟ ତରଫରୁ ବିଶ୍ୱ କର୍କଟ ସଚେତନତା ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :-ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍. ୟୁନିଟ ତରଫରୁ ବିଶ୍ୱ କର୍କଟ ସଚେତନଟା ଦିବସ ପାଳିତ ହୋଇଯାଇଛି | ଉକ୍ତ ମହାବିଦ୍ୟାଳୟ ର ଅଧକ୍ଷ ପ୍ରାଧ୍ୟାପକ ଶିବ ଚରଣ ମାଝୀ ଙ୍କ ସଭାପତିତ୍ୱରେ ମାନକ ଦ୍ରବ୍ୟ ସେବନ ଠାରୁ ଦୁରେଇ ରହିବା ପାଇଁ ପ୍ରତ୍ୟେକ ଛାତ୍ର-ଛାତ୍ରୀ ପାଞ୍ଚ ଜଣ ଛାତ୍ର-ଛାତ୍ରୀ ଙ୍କୁ କର୍କଟ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଉଦବୋଧନ ଦେଇଥିଲେ | ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ପଞ୍ଚାନନ ରାଉତ, ଡ଼ଃ କୁଶଚନ୍ଦ୍ର ପ୍ରଧାନ, ଏନ୍.ଏସ୍.ଏସ୍. ୟୁନିଟ ର ପ୍ରୋଗ୍ରାମ ଅଫିସର ପ୍ରାଧ୍ୟାପକ ଗୌରାଙ୍ଗ ଚରଣ ମଲ୍ଲିକ, ଶ୍ରୀ ଜଗବନ୍ଧୁ ସାହୁ, ପ୍ରୋଗ୍ରାମ ଅଫିସର ଡ଼ଃ ସୁଜାତା ହୋତା, ପ୍ରଫେସର ଦେବ ପ୍ରସନ୍ନ ମହାନ୍ତି, ପ୍ରାଧ୍ୟାପିକା ମମତା ସାମଲ,ନରେନ୍ଦ୍ର ବେହେରା, ସନାତନ ଦାସ, ଛବିଳା ସାହୁ, ରଞ୍ଜିତ କୁମାର ପହି, ପ୍ରାଧ୍ୟାପିକା ଦୀପ୍ତି ମୟୀ ଦାସ, ଅଧ୍ୟାପକ ବିଷ୍ଣୁ ଚରଣ ବରୁତି, ଦୀଲିପକୁମାର ରାଉତ, ଡ଼ଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାସ, ଶ୍ରୀ ଗୋଲକ କୁମାର ମହାକୁଡ଼, ଶ୍ରୀ ଉପେନ୍ଦ୍ର କୁମାର ସ୍ୱାଇଁ, ଶ୍ରୀ ଦୀଲିପ କୁମାର ମହାନ୍ତି, ମଦନ ମୋହନ ରାଉତ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେବା ସଂଗେ ସଂଗେ ମହାବିଦ୍ୟାଳୟ ର ଏନ୍.ଏସ୍.ଏସ୍.ୟୁନିଟ ର ସ୍ବେଚ୍ଛା ସେବିମାନେ କଲେଜ ପରିସର ରେ ରାଲି ବାହାର କ...