Posts

Showing posts from January 11, 2020

ସ୍ନେହ ଶ୍ରଦ୍ଧା ର ନିଛକ ପ୍ରତିଛବି ବାପ ପୁଅ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ଯାଜପୁର - ନିଜ ହଜିଯାଇଥିବା ବାପାଙ୍କୁ ପାଖରେ ପାଇ ଭାବ ବିହୋଳ ହୋଇ କାନ୍ଦି ଉଠିଲେ ବାପା ଓ ପୁଅ । (ବାପା ପୁଅଙ୍କୁ ଆଜି ଏକାଠି କରିବାରେ ସାହାଯ୍ୟ କରିଥିବାରୁ ନିଜକୁ ବହୁତ ଆତ୍ମତୃପ୍ତି ଲାଗୁଛି ) ଏହା କେଉଁ ଚଳଚ୍ଚିତ୍ର ର କାହାଣୀ ନୂହେଁ l ମାନବ ସେବା ହିଁ ମାଧବ ସେବା ରୂପେ ଗ୍ରହଣ କରିଥିବା ଏକ ସ୍ବେଚ୍ଚାସେବୀ ଅନୁଷ୍ଠାନ ର ସତ୍ୟ ଆଧାରିତ ଜୀବନ୍ତ କାହାଣୀ l ତେବେ ଘଟଣା ଉପରେ ନଜର ପକାଇବା...  କିଛିଦିନ ତଳେ ଏହି ମୋଉସା ଜଣଙ୍କ ନିଜ ପରିବାର ଠାରୁ ଅଲଗା ହୋଇ ନିଖୋଜ ହୋଇ ଶୀତ ରାତିରେ ରାସ୍ତାରେ ଏଣେ ତେଣେ ବୁଲି ଦାଣ୍ଡ ଦୁଆରେ ସୋଉ ଥୁବାର ଖବର ଆମର ଦୁଇ ସ୍ୱଛାସେବୀ ଉମା ଭାଇ ଓ ବୁବୁନା ଭାଇ ଆମକୁ ମୋଉସଙ୍କୁ ଥଇଥାନ କରିବା ପାଇଁ ଆମକୁ ଖବର ଜଣାଇଥିଲେ ଏହାପରେ ଆମ କ୍ଳବ "CLUB THE YOUTH MASS" ର ସଦସ୍ୟମାନେ ଏହି ମୋଉସାଙ୍କୁ ନେଇ ଆଶ୍ରମରେ ରଖିଥିଲୁ , କିନ୍ତୁ ତାଙ୍କ ପୁଅ ଆଜି ଖବର ପାଇ ଆମ ପାଖରେ ପହଞ୍ଚି ବାରୁ ଆମ ସଦସ୍ୟ ଓ ପୋଲିସ ର ଉପସ୍ଥିତି ରେ ମୋଉସାଙ୍କୁ ତାଙ୍କ ପୁଅ ଙ୍କୁ ହସ୍ତାନ୍ତର କରିଲୁ । ଏହିପରି ମହାନ୍ କାର୍ଯ୍ୟ ପାଇଁ ସାରା ଅଞ୍ଚଳରେ ଜନସାଧାରଣ ଙ୍କ ପ୍ରସଂଶା ଏବଂ Rita vision News ପକ୍ଷରୁ ଧନ୍ୟବାଦ୍ ସହିତ ଶୁଭେଚ୍ଛା ଜଣାଉଛୁ l