କଳିଙ୍ଗନଗର ସାମ୍ବାଦିକ ସଂଘ ର ନୂତନ ସଦସ୍ଯ ଚୟନ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଏକ ଅଗ୍ରଣୀ ସଙ୍ଘଗଠନ ଭାବେ ଗଢିଉଠିଥିବା" କଳିଙ୍ଗନଗର ସାମ୍ବାଦିକ ସଂଘ " ଆଜି ପବିତ୍ର ନବମୀ ରେ ତାର ନୂତନ ଭାବେ କର୍ମକର୍ତ୍ତା ଚୟନ କରିଛି l ଏକ ବିଶେଷ ସାଂଗଠନିକ କମିଟି ପକ୍ଷରୁ ଏହି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଅବସରରେ ସଙ୍ଘଗଠନ ର ବିଭିନ୍ନ ଉନ୍ନୟନ ମୂଳକ କାମ ବିଷୟରେ ଆଲୋଚନା ହୋଇଥିଲା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମୟ ନିର୍ଧାରଣ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉପଦେଷ୍ଠା କମିଟି ସହିତ ସମସ୍ତ ସଭ୍ଯ ଉପସ୍ଥିତ ଥିଲେ l କର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍. ଟପୋ ଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ l ଏହି ଚୟନ କ୍ରମାନୁସାରେ ୧.ନୀଳମାଧବ ନାୟକ(ଉପଦେଷ୍ଠା) ୨.ହରିହର ବାରିକ(ଉପଦେଷ୍ଠା) ୩.ଅଜୟ କୁମାର ବିଶ୍ବାଳ(ଉପଦେଷ୍ଠା) ୪.ପ୍ରଣବ ବିଶ୍ବାଳ(ଉପଦେଷ୍ଠା) ୫.ଅକ୍ଷୟ କୁମାର ଧଳ(ସଭାପତି) ୬.ଏସ କେ ଅବତାର ଅଲ୍ଲୀ (ସାଧାରଣ ସମ୍ପାଦକ ) ୭.ଅଭୟ ଲୋଚନ ନାୟକ(ଉପସଭାପତି) ୮.ଅନୀଲ କୁମାର ଦାସ(ସହସମ୍ପାଦକ) ୯.ସୁବାସିଷି ଦାସମହାପାତ୍ର(ସଙ୍ଘଗଠନ ସମ୍ପାଦକ) ୧୦.ପରମାନନ୍ଦ ଦାସ(କୋଷାଧ୍ୟକ୍ଷ) ୧୧.ଅମିୟ ରଞ୍ଜନ ଘଡେ଼ଇ(କାର୍ଯ୍ୟାଳୟ ସମ୍ପା...