ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ହେଲେ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ l

ଯାଜପୁର - ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ଗଠିତ ହୋଇଛି l ଏହି ପରିପ୍ରେକ୍ଷୀରେ ମୋଟ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି l ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ ଙ୍କୁ ପରିଚାଳନା ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ବିଶ୍ଵାଳ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ଓ ପ୍ରଶାସକ ଭାବରେ ଖୁବ୍ ଜଣାଶୁଣା ବ୍ୟକ୍ତିତ୍ଵ l ସେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ, ରାଛିପୁର ଗ୍ରାମର I ଏହା ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ତରୁଣ କୁମାର ଦାସ (ଉମାପଦା ଯାଜପୁର ରୋଡ଼), ଶ୍ରୀ ରସାନନ୍ଦ ମହାନ୍ତି (ବ୍ୟାଙ୍କ୍ ରୋଡ଼, ଯାଜପୁର ରୋଡ଼), ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ (ଉମାପଦା, ଯାଜପୁର ରୋଡ଼),ଶ୍ରୀମତୀ ସରୋଜିନୀ ବଳ (ଅଫିସ୍ କଲୋନୀ, ଫେରୋକ୍ରୋମ, ଯାଜପୁର ରୋଡ଼), ଶ୍ରୀ ଶଶିଭୂଷଣ ଏସ୍ ଉପାଧ୍ୟାୟ (residents director Jindal stainless steel), ଡଃ. ବିନୋଦ ବିହାରୀ ସାହୁ (Reader in Botany V. N. AutoCollage Jajapur Road), ଡଃ. କୃଷ୍ଣ ଚନ୍ଦ୍ର ପ୍ରଧାନ (Reader in English V. N. AutoCollage Jajapur Road), UGC ମେମ୍ବର, UU ମେମ୍ବର, ରାଜ୍ଯ ସରକାର ଙ୍କ ପ୍ରତିନିଧି ସଦସ୍ୟ, ଶ୍ରୀ ଶିବ ଚରଣ ମାଝୀ (Principal V. N. AutoCollage Jajapur Road),. Mr. Pradeep Kumar Bishwal was...