Posts

Showing posts from November 7, 2021

ସୁକିନ୍ଦାରେ ନୂତନ ତିନିଜଣ ପ୍ରଶାସନିକ ସେବା ଅଧିକାରୀଙ୍କ ଯୋଗଦାନ l

Image
                ତହସିଲଦାର କାବେରୀ ମୁଦୁଲି  ଯାଜପୁର(କଳିଙ୍ଗନଗର) :-ଯାଜପୁର ଜିଲ୍ଲାର ସୁକିନ୍ଦାରେ ଓଡିଶା ପ୍ରଶାସନିକ ସେବାର ତିନିଜଣ ଅଧିକାରୀ ବିଭିନ୍ନ ପଦବୀରେ ଯୋଗଦେଇଛନ୍ତି l ସୁକିନ୍ଦା ତହସିଲଦାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିବାପରେ ଦାନଗଦୀ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ସମ୍ପ୍ରତି କାବେରୀ ମୁଦୁଲି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି l             .          ବିଡିଓ ତାପସ କୁମାର ସେଠୀ      ସୁକିନ୍ଦା ବିଡ଼ିଓ ପଦୋନ୍ନତି ପାଇ ବଦଳି ହୋଇଯିବାପରେ ଦାନଗଦୀ ବିଡ଼ିଓ ଡା. ମଣି ପ୍ରସାଦ ମିଶ୍ର ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ଗତ ୩ ତାରିଖରେ ବାଲେଶ୍ୱରର ଡେପୁଟି କଲେକ୍ଟର ତାପସ କୁମାର ସେଠୀ ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l         ଜଳସେଚନ ପ୍ରକଳ୍ପ ଭୂଅର୍ଜନ ଅଧିକାରୀ                              ନବକିଶୋର ଜେନା        ଜଳସେଚନ ବିଭାଗ ରେଙ୍ଗାଲି ପ୍ରକଳ୍ପ ସ୍ୱତନ୍...