Posts

Showing posts from December 21, 2019

ଭାରତୀୟ ମହାକାଶ ଗବେଷଣା ସଂଥାନ ଯିବେ ଉପାନ୍ତ ଅଞ୍ଚଳର ଛାତ୍ର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
କୋରାପୁଟ (ବ୍ୟୁରୋ) - ମାଲକାନଗିରି ଜିଲ୍ଲାର ଗୌରବ । ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପ୍ରତିଭା ବଳରେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର 10ମ ଶ୍ରେଣୀ ଛାତ୍ର ଅବିନାଶ ବେହେରା ।ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ବିଜେତା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ ।ଚଳିତବର୍ଷ ଟାଟା ଷ୍ଟିଲ୍ କମ୍ପାନୀ ପକ୍ଷରୁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ ହୋଇଥିଲା ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ମୋଟ ୩୦୦ଟି ବିଦ୍ୟାଳୟରୁ 62 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିଭା ଦେଖାଇ ସଫଳ ହୋଇଥିବା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅବିନାଶ ।

ଲୋକ ଅସଲି ପରିଚୟ ନକଲି.. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l...

Image
ଯାଜପୁର (ବ୍ୟୁରୋ) - ପଶ୍ଚିମବଙ୍ଗ ରେ ସେକ ସୋଲେମାନ ଓଡ଼ିଶାରେ ବିଟୁ ବିଶ୍ୱାସ । ନଗରିକତା ସଂଶୋଧନ ଆଇନ କୁ ନେଇ ସାରା ଦେଶ ଗରମ ଥିବା ବେଳେ ଯାଜପୁର ରେ ଏକ ଯୁବକ ଦୁଇଟି ପରିଚୟ ପତ୍ର କୁ ନେଇ ଜିଲ୍ଲାରେ ଜନ ଆନ୍ଦୋଳନ ସୃଷ୍ଟି ପାଇଛି । ଯାହାକୁ ନେଇ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଘୋର ବିରୋଧ କରାଯାଇଛି । ସୋଲେମାନ ନିଜର ପରିଚୟ ପତ୍ର କୁ ହିନ୍ଦୁ ନାମରେ ପରିବର୍ତ୍ତନ କରି ଏକାଧିକ ହିନ୍ଦୁ ଝିଅ ମାନଙ୍କୁ ବିବାହ କରିଥିବା ସହିତ ବ୍ୟାଙ୍କ ବଲାନ୍ସ ଓ ଗଡି କିଣା ବିକା ରେ ବି ଚଂଚକତା କରିଥିବା ବଜରଙ୍ଗ ଦଳ ତରଫରୁ ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି କି ଜଣେ ମୁସଲମାନ ରୁ ହିନ୍ଦୁ ହୋଇ ଓଡ଼ିଶାରେ ବ୍ୟାଙ୍କ ବଲାନ୍ସ,ଗାଡି ଓ ଜେଗା ବାଡ଼ି ହାତେଥିବା ବେଳେ ପଶ୍ଚିମବଙ୍ଗ ରେ ମୁସଲମାନ ନାମରେ ଜେଗା ବାଡ଼ି ,ବ୍ୟାଙ୍କ ବଲାନ୍ସ ,ଓ ଗାଡି କରି କିପରି ହେରଫେର କରି ଚାଲିଛି କିନ୍ତୁ ପ୍ରଶାସନ କିପରି ଜାଣିପାରୁନି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବଜରଙ୍ଗ ଦଳ ର ଅଭିଯୋଗ କି ଏହି ମୁସଲମାନ ମନେ ଏହିପରି ନାମ ପରିବର୍ତ୍ତନ କରି ହିନ୍ଦୁ ଝିଅମାନଙ୍କୁ ବିବାହ କରି ଧର୍ମ ପରିବର୍ତ୍ତନ କରେଇ ଲଭ ଜିହାଡ଼ ର କାର୍ଯ୍ୟ ଦେଶ ରେ ବେ ଆଇନ ଭାବେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ...

ଲୋକଙ୍କ ସୁରକ୍ଷା ବ୍ୟବସ୍ଥା କିପରି ଭାବରେ ପୋଲିସ୍ ତୁଲାଉଛନ୍ତି, ଏହା ହେଉଛି ନଗ୍ନ ଚିତ୍ର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ବ୍ୟୁରୋ ରିପୋର୍ଟ - ବରଗଡ଼ ଜିଲ୍ଲାର ପଦ୍ମପୁର ଥାନା, ଏହା ଆଦର୍ଶ ଥାନା ନାମରେ ନାମିତ ହୋଇଛି l ଏଠରେ ସାଧାରଣ ଲୋକଙ୍କ ପାଇଁ ପୋଲିସ ଆଦର୍ଶ ଆଚରଣ ଓ କାର୍ଯ୍ୟ କରୁଥିବା ସମସ୍ତଙ୍କ ମନରେ ଦୃଢ଼ ବିଶ୍ବାସ ଜାଗ୍ରତ ହେଉଥିବ l କିନ୍ତୁ ଆଜ୍ଞା ଏହା ବିଷୟରେ ଆପଣ ଗୋଟିଏ ଘଟଣା ରୁ ହିଁ ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ ଯେ ପୋଲିସ କର୍ମୀ ମାନଙ୍କ ଜନସାଧାରଣ ଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା କରିଛନ୍ତି l ପଦ୍ମପୁର ଆଦର୍ଶ ଥାନା ଭିତରେ ଏକ ଉଚ୍ଚତର ଟାୱାର ନିର୍ମାଣ କାର୍ଯ୍ୟ ଚାଲିଛି l କିନ୍ତୁ ଏହି ଟାୱାର ନିର୍ମାଣ କାମରେ ନିୟୋଜିତ ଲୋକ ମାନଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କାହାର ଦରଦ ନାହିଁ, ନା ଉକ୍ତ ଟାୱାର ନିର୍ମାଣ ପ୍ରତିଷ୍ଠାନ ନା ପୋଲିସ୍ କାହାର ନଜରରେ ନାହିଁ ଏହି ଖଟିଖିଆ ମଣିଷ ଙ୍କ ଉପରେ l ତେଣୁକରି ଯଦି କୌଣସି ଅଘଟଣ ଘଟିବ ତାହାପାଇଁ କିଏ ଦାୟୀ ରହିବେ l ଏହିଭଳି ଆଖିଆଗରେ ଅସୁରକ୍ଷିତ କାଯ୍ୟ ଚାଲୁଥିବା ବେଳେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ଏହି ଦୃଶ୍ୟକୁ ଦେଖିବା ପରେ ସାଧାରଣରେ ଆଲୋଚନା ହେଉଛି l Rita vision News