ଲୋକ ଅସଲି ପରିଚୟ ନକଲି.. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l...

ଯାଜପୁର (ବ୍ୟୁରୋ) - ପଶ୍ଚିମବଙ୍ଗ ରେ ସେକ ସୋଲେମାନ ଓଡ଼ିଶାରେ ବିଟୁ ବିଶ୍ୱାସ । ନଗରିକତା ସଂଶୋଧନ ଆଇନ କୁ ନେଇ ସାରା ଦେଶ ଗରମ ଥିବା ବେଳେ ଯାଜପୁର ରେ ଏକ ଯୁବକ ଦୁଇଟି ପରିଚୟ ପତ୍ର କୁ ନେଇ ଜିଲ୍ଲାରେ ଜନ ଆନ୍ଦୋଳନ ସୃଷ୍ଟି ପାଇଛି । ଯାହାକୁ ନେଇ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଘୋର ବିରୋଧ କରାଯାଇଛି । ସୋଲେମାନ ନିଜର ପରିଚୟ ପତ୍ର କୁ ହିନ୍ଦୁ ନାମରେ ପରିବର୍ତ୍ତନ କରି ଏକାଧିକ ହିନ୍ଦୁ ଝିଅ ମାନଙ୍କୁ ବିବାହ କରିଥିବା ସହିତ ବ୍ୟାଙ୍କ ବଲାନ୍ସ ଓ ଗଡି କିଣା ବିକା ରେ ବି ଚଂଚକତା କରିଥିବା ବଜରଙ୍ଗ ଦଳ ତରଫରୁ ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି କି ଜଣେ ମୁସଲମାନ ରୁ ହିନ୍ଦୁ ହୋଇ ଓଡ଼ିଶାରେ ବ୍ୟାଙ୍କ ବଲାନ୍ସ,ଗାଡି ଓ ଜେଗା ବାଡ଼ି ହାତେଥିବା ବେଳେ ପଶ୍ଚିମବଙ୍ଗ ରେ ମୁସଲମାନ ନାମରେ ଜେଗା ବାଡ଼ି ,ବ୍ୟାଙ୍କ ବଲାନ୍ସ ,ଓ ଗାଡି କରି କିପରି ହେରଫେର କରି ଚାଲିଛି କିନ୍ତୁ ପ୍ରଶାସନ କିପରି ଜାଣିପାରୁନି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବଜରଙ୍ଗ ଦଳ ର ଅଭିଯୋଗ କି ଏହି ମୁସଲମାନ ମନେ ଏହିପରି ନାମ ପରିବର୍ତ୍ତନ କରି ହିନ୍ଦୁ ଝିଅମାନଙ୍କୁ ବିବାହ କରି ଧର୍ମ ପରିବର୍ତ୍ତନ କରେଇ ଲଭ ଜିହାଡ଼ ର କାର୍ଯ୍ୟ ଦେଶ ରେ ବେ ଆଇନ ଭାବେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷପ ନେବା ପାଇଁ ଦାବି ଜୋର ଧରିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !