Posts

Showing posts from July 6, 2023

ନିଆର ଢଙ୍ଗରେ ଜନ୍ମଦିନ ପାଳନ କଲେ ସରପଞ୍ଚ, ସମାଜକୁ ଦେଲେ ସଚେତନତା ବାର୍ତ୍ତା l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ଜିଲ୍ଲା ର କଳିଙ୍ଗନଗର ରେ ପ୍ରଦୂଷଣ ର ମାତ୍ର ଏତେ ଅଧିକ ଯେ କୌଣସି ନା କୌଣସି ବ୍ୟକ୍ତି ପ୍ରଦୂଷଣ ଜନିତ ରୋଗ ରେ ପଡି ମୁତ୍ଯୁ ବରଣ କରୁଥିବା ଶୁଣିବା ପାଇଁ ମିଲୁଛି।ପ୍ରଦୂଷଣ ରୋକିବା ପାଇଁ ପ୍ରଦୂଷଣ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ କଳିଙ୍ଗନଗର, ଦାନଗଦି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ବର୍ତ୍ତମାନ ସରପଞ୍ଚ ବାବୁଲି ନାଟିଆ ସଦାସର୍ବଦା ପ୍ରଦୂଷଣ ରୋକିବା ପାଇଁ ଚେ଼ଷ୍ଟା କରି ପ୍ରଦୂଷଣ ବିଭାଗ କୁ ବାରମ୍ବାର ଅଭିଯୋଗ କରୁଥିବା ଦେଖିବାକୁ ମିଲିଛି। ସଂଗ୍ରାମୀ ସରପଞ୍ଚ ବାବୁଲି ନାଟିଆଙ୍କର ୪୭ ତମ ଜନ୍ମ ଦିବସ ଥିବା ବେଳେ ନିଜର ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳନ କରି ବୂକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳପୁର ପଞ୍ଚାୟତ ରେ ଥିବା ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମବାସୀଙ୍କ ସହିତ ବୂକ୍ଷ ରୋପଣ କରିବା ସହିତ ଛୋଟ ଛୋଟ କୋମଳ ମତି ପିଲାମାନଙ୍କୁ ମିଠା ବାଣ୍ଟି ନିଜର ଜନ୍ମ ଦିବସ ପାଳନ କରଛନ୍ତି। ଏହି ଅବସରରେ ବହୁଗ୍ରାମ ବାସୀ ଉପସ୍ଥିତ ରହିବା ସହିତ ତାଙ୍କର କାର୍ଯ୍ୟ କୁ ପ୍ରସଂସା କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ମାନଙ୍କୁ ସରପଞ୍ଚ ଅନୁରୋଧ କରି କହିଛନ୍ତି କି ନିଜ ନିଜର ଜନ୍ମ ଦିନ ରେ ଯଦି ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବେ ତେବେ କଳିଙ୍ଗନଗରରେ ହେଉଥିବା ପ୍ରଦୂଷଣ ...