ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ଭୁବନେଶ୍ଵର( ବ୍ୟୁରୋ ରିପୋର୍ଟ) :- ରାଜଧାନୀ ଭୁବନେଶ୍ଵର ରେ ଘଟିଯାଇଛି ଅଭାବନିୟ ଘଟଣା l ଗୋଟିଏ ଘର ଭିତରେ ମହିଳାଙ୍କୁ ହତ୍ୟା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି l ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।
ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ । ଉଭୟ ମାଆ ପୁଅଙ୍କୁ ମାରିବାକୁ ଆସିଥିଲା ଜଗା । ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା । ରାଜଧାନୀରେ ଏହି f ମହିଳାଙ୍କୁ ମର୍ଡ଼ର ପ୍ଲଟର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି ।
ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସମ୍ପର୍କ କ’ଣ ତାହା ସ୍ପଷ୍ଟ ହୋଇନି । ତେବେ ଅଭଯୁକ୍ତ ଜଗା ପ୍ରଧାନ ସଂପୃକ୍ତ ମହିଳାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟକୁ ମଧ୍ୟ ଜବତ କରିଛି ପୋଲିସ । 
ଏଠି ପ୍ରଶ୍ନ ଉଠୁଛି ମହିଳାଙ୍କ ହତ୍ୟାବେଳେ ତାଙ୍କ ସ୍ଵାମୀ ଓ ପରିବାର ଲୋକ କେଉଁଠି ଥିଲେ ? କ’ଣ ପାଇଁ ସଂପୃକ୍ତ ମହିଳା ଓ ତାଙ୍କ ଛୋଟ ପୁଅକୁ ମାରିବାକୁ ଯୋଜନା କରିଥିଲା ଅଭିଯୁକ୍ତ ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।
Women brutally murdered in the capital. 
Bhubaneswar (Beuro Report): - An unfortunate incident has taken place in the capital Bhubaneswar. The woman, who was rescued from the house in a blood-soaked condition, was killed by a young man in critical condition. "She was released this morning; she's talked to her father and she's fine. Police are still investigating.
 Massacre of women in the capital. Accused admitted the truth when Hose arrived. Jagannath Pradhan, accused in the Bhimtangi Colony Phase One of Bhubaneswar, was also involved in the murder of a woman and her youngest son. Jagannath's house is in Badamangala area of ​​Jajpur. Both mothers came to kill the son. However, he was spared the killer, as his son remained at home. The Bhubaneswar DCP has revealed the murder plot to the married woman in the capital.
 The deceased was identified as Priyadarshini Sahu. It is unknown at this time what he will do after leaving the post. The accused Jaga Pradhan, however, attempted suicide after killing the woman involved. Police also seized a suicide note from the scene.
 The question is, where was her husband and family when the woman was killed? Why did the accused plan to kill the woman involved and her young son? The police are looking for answers to all these questions.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !