Posts

Showing posts from October 14, 2020

କଳିଙ୍ଗନଗର ବିକାଶ ମଞ୍ଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) - କଳିଙ୍ଗନଗର ବିକାଶ ମଞ୍ଚ, ଦାନଗଦୀ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସୋଲେଇ ଛକଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l  ଦାନଗଦୀ ତହସିଲଦାର ନମ୍ରତା ମୋଦି ଓ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ମଞ୍ଚର ସଭାପତି ଆଡ଼ଭୋକେଟ ସୁବାଷ ବଳସlମନ୍ତ ସାଧାରଣ ସମ୍ପାଦକ ଅକ୍ଷୟ ଧଳ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର,  ସାମ୍ବାଦିକ ପ୍ରଣବ ବିଶ୍ୱାଳ ଓ ପ୍ରଦୀପ ଚାନ୍ଦ ଆଡ଼ଭୋକେଟ ଅମୀୟ ଘଡ଼ାଇ, ଦୁର୍ଗାଶଙ୍କର ବାରିକ ଓ ସୁଧାଂଶୁ କର, ଗୋବରଘାଟି ସରପଞ୍ଚ ସ୍ଵର୍ଣ୍ଣଲତା ବାନରା, ସମାଜସେବୀ ଇତିଶ୍ରୀ ସାମଲ ଡା ସାର୍ଥକରାଉତ ପ୍ରମୁଖ ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାସ୍କ ସାନିଟାଇଜର ସାବୁନ ଆଦି ବଣ୍ଟନ କରିଥିଲେ l