କଳିଙ୍ଗନଗର ବିକାଶ ମଞ୍ଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଯାଜପୁର (କଳିଙ୍ଗନଗର) - କଳିଙ୍ଗନଗର ବିକାଶ ମଞ୍ଚ, ଦାନଗଦୀ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସୋଲେଇ ଛକଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l 
ଦାନଗଦୀ ତହସିଲଦାର ନମ୍ରତା ମୋଦି ଓ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ମଞ୍ଚର ସଭାପତି ଆଡ଼ଭୋକେଟ ସୁବାଷ ବଳସlମନ୍ତ ସାଧାରଣ ସମ୍ପାଦକ ଅକ୍ଷୟ ଧଳ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର,
 ସାମ୍ବାଦିକ ପ୍ରଣବ ବିଶ୍ୱାଳ ଓ ପ୍ରଦୀପ ଚାନ୍ଦ ଆଡ଼ଭୋକେଟ ଅମୀୟ ଘଡ଼ାଇ, ଦୁର୍ଗାଶଙ୍କର ବାରିକ ଓ ସୁଧାଂଶୁ କର, ଗୋବରଘାଟି ସରପଞ୍ଚ ସ୍ଵର୍ଣ୍ଣଲତା ବାନରା, ସମାଜସେବୀ ଇତିଶ୍ରୀ ସାମଲ ଡା ସାର୍ଥକରାଉତ ପ୍ରମୁଖ ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାସ୍କ ସାନିଟାଇଜର ସାବୁନ ଆଦି ବଣ୍ଟନ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !