'' କିଛି କଥା କିଛି ଅନୁଭୂତି ''

ପ୍ରକୃତିରେ ବନ୍ଧା ଏ ଜୀବନ ----------------------------------------------------------- କାହିଁ କେତେ କାଳରୁ ସେ ବିଷୟରେ ସୂଚନା ସଂଗ୍ରହ କରୁ କରୁ ଆମେ ଆମର ପିଲା ଦିନର ଅଧିକ କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଛୁ l ଆମେ ସେସବୁକୁ ସାଇତି ରଖିପାରିନଥିଲେ ମଧ୍ୟ ହୃଦୟ ରେ ସେ ସବୁ ଦେଖି ହେଉଛି l ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ନିଜର କର୍ମମୟ ଜୀବନକୁ ହାଲକା ଫୁଲକା କରିନିଅନ୍ତୁ l ପିଲାଦିନର କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ ଆମେ ଫଟୋ ମାଧ୍ୟମରେ ଦେଖିବାର ସୁଯୋଗ ରହିଛି, ଯାହା କିଛି ସମୟ ପାଇଁ ଆମେ ଫେରିଯିବା ସେହି ଦିନକୁ l ସେହି ସମୟରେ ଆଲୋକ ବ୍ୟବସ୍ଥା . ଶୂନଗାଡି କି ମଜା ନେଇଥିଲେ . ହଳା ରେ ବେଙ୍ଗଳା ମନୋରଞ୍ଜନ ମାଧ୍ୟମ ମାଛ ଧରିବା ନିଶା ଗୋଟେ ଖୁସି ଆଉ... ...