'' କିଛି କଥା କିଛି ଅନୁଭୂତି ''

ପ୍ରକୃତିରେ ବନ୍ଧା ଏ ଜୀବନ
-----------------------------------------------------------
କାହିଁ କେତେ କାଳରୁ ସେ ବିଷୟରେ ସୂଚନା ସଂଗ୍ରହ କରୁ କରୁ ଆମେ ଆମର ପିଲା ଦିନର ଅଧିକ କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଛୁ l ଆମେ ସେସବୁକୁ ସାଇତି ରଖିପାରିନଥିଲେ ମଧ୍ୟ ହୃଦୟ ରେ ସେ ସବୁ ଦେଖି ହେଉଛି l ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ନିଜର କର୍ମମୟ ଜୀବନକୁ ହାଲକା ଫୁଲକା କରିନିଅନ୍ତୁ l
ପିଲାଦିନର କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ ଆମେ ଫଟୋ ମାଧ୍ୟମରେ ଦେଖିବାର ସୁଯୋଗ ରହିଛି, ଯାହା କିଛି ସମୟ ପାଇଁ ଆମେ ଫେରିଯିବା ସେହି ଦିନକୁ l
         ସେହି ସମୟରେ ଆଲୋକ ବ୍ୟବସ୍ଥା
.         ଶୂନଗାଡି କି ମଜା ନେଇଥିଲେ
.              ହଳା ରେ ବେଙ୍ଗଳା
               ମନୋରଞ୍ଜନ ମାଧ୍ୟମ
               ମାଛ ଧରିବା ନିଶା
                    ଗୋଟେ ଖୁସି ଆଉ...
                    ସକାଳ ଜଳଖିଆ
                           ଖେଳ କୁଦ
                 ପରିବହନ ବ୍ୟବସ୍ଥା
                   ଆମ ଜାଳ କାଠ
    ଟିକେ ସିନେମା ଜଗତରେ ପ୍ରବେଶ କରିବା
 
                   ସଙ୍ଗୀତ ପ୍ରେମୀଙ୍କ ପାଇଁ
                   ଜରୁରୀକାଳୀନ ଲାଇଟ୍
                ପାଞ୍ଚ ପଇସାରେ ଗୋଟେ
 
                   ମୁଦ୍ରା କାରବାର
 
                  ଟକଲିଆ ଖାଦ୍ୟ
                           💊 ଔଷଧ
ଏହି ପିଲାଦିନର କିଛି ସ୍ମୃତି କିଛି ଅନୁଭୂତି କେମିତି ଅନୁଭବ କଲେ comment Box 🗃 ରେ ଲେଖି ଜଣାଇବେ 🙏

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !