ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ହେଲେ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ l

ଯାଜପୁର - ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ଗଠିତ ହୋଇଛି l ଏହି ପରିପ୍ରେକ୍ଷୀରେ ମୋଟ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି l ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ ଙ୍କୁ ପରିଚାଳନା ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ବିଶ୍ଵାଳ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ଓ ପ୍ରଶାସକ ଭାବରେ ଖୁବ୍ ଜଣାଶୁଣା ବ୍ୟକ୍ତିତ୍ଵ l ସେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ, ରାଛିପୁର ଗ୍ରାମର I ଏହା ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ତରୁଣ କୁମାର ଦାସ (ଉମାପଦା ଯାଜପୁର ରୋଡ଼), ଶ୍ରୀ ରସାନନ୍ଦ ମହାନ୍ତି (ବ୍ୟାଙ୍କ୍ ରୋଡ଼, ଯାଜପୁର ରୋଡ଼), ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ (ଉମାପଦା, ଯାଜପୁର ରୋଡ଼),ଶ୍ରୀମତୀ ସରୋଜିନୀ ବଳ (ଅଫିସ୍ କଲୋନୀ, ଫେରୋକ୍ରୋମ, ଯାଜପୁର ରୋଡ଼), ଶ୍ରୀ ଶଶିଭୂଷଣ ଏସ୍ ଉପାଧ୍ୟାୟ (residents director Jindal stainless steel), ଡଃ. ବିନୋଦ ବିହାରୀ ସାହୁ (Reader in Botany V. N. AutoCollage Jajapur Road), ଡଃ. କୃଷ୍ଣ ଚନ୍ଦ୍ର ପ୍ରଧାନ (Reader in English V. N. AutoCollage Jajapur Road), UGC ମେମ୍ବର, UU ମେମ୍ବର, ରାଜ୍ଯ ସରକାର ଙ୍କ ପ୍ରତିନିଧି ସଦସ୍ୟ, ଶ୍ରୀ ଶିବ ଚରଣ ମାଝୀ (Principal V. N. AutoCollage Jajapur Road),.
Mr. Pradeep Kumar Bishwal was the Chairman of the Management Committee of Bysanagar Autonomous College.
Jajpur - The Management Committee of the Byasnagar Autonomous College has been constituted by the Higher Education Department of the Government of Odisha. A total of 12 members have been selected in this regard. Mr. Pradeep Kumar Bishwal has been appointed as the Managing President. l He is from Danagadi block, Rachhipur village under Jajpur district, among others Mr. Tarun Kumar Das (Umapada Jajpur Road), Mr. Rasananda Mohanty (Bank Road, Jajpur Road), Mr. Prafulla Kumar Samal (Umapada, Jajpur Road), Mrs. (Office Colony, Ferrochrome, Jajpur Road), Shri Shashi Bhushan S. Upadhyay (Residents Director Jindal stainless steel), Dr. Binod Bihari Sahu (Reader in Botany V. N. AutoCollage Jajapur Road), Dr. Krishna Chandra Pradhan (Reader in English V. N. AutoCollage Jajapur Road), UGC Member, UU Member, Representative Member of the State Government, Shri Shiva Charan Majhi (Principal V. N. AutoCollage Jajapur Road),.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !