କଳିଙ୍ଗନଗର ସାମ୍ବାଦିକ ସଂଘ ର ନୂତନ ସଦସ୍ଯ ଚୟନ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଏକ ଅଗ୍ରଣୀ ସଙ୍ଘଗଠନ ଭାବେ ଗଢିଉଠିଥିବା" କଳିଙ୍ଗନଗର ସାମ୍ବାଦିକ ସଂଘ " ଆଜି ପବିତ୍ର ନବମୀ ରେ ତାର ନୂତନ ଭାବେ କର୍ମକର୍ତ୍ତା ଚୟନ କରିଛି l ଏକ ବିଶେଷ ସାଂଗଠନିକ କମିଟି ପକ୍ଷରୁ ଏହି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଅବସରରେ ସଙ୍ଘଗଠନ ର ବିଭିନ୍ନ ଉନ୍ନୟନ ମୂଳକ କାମ ବିଷୟରେ ଆଲୋଚନା ହୋଇଥିଲା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମୟ ନିର୍ଧାରଣ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉପଦେଷ୍ଠା କମିଟି ସହିତ ସମସ୍ତ ସଭ୍ଯ ଉପସ୍ଥିତ ଥିଲେ l କର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍. ଟପୋ ଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ l ଏହି ଚୟନ କ୍ରମାନୁସାରେ 
୧.ନୀଳମାଧବ ନାୟକ(ଉପଦେଷ୍ଠା) 
୨.ହରିହର ବାରିକ(ଉପଦେଷ୍ଠା) 
୩.ଅଜୟ କୁମାର ବିଶ୍ବାଳ(ଉପଦେଷ୍ଠା) 
୪.ପ୍ରଣବ ବିଶ୍ବାଳ(ଉପଦେଷ୍ଠା) 
୫.ଅକ୍ଷୟ କୁମାର ଧଳ(ସଭାପତି) 
୬.ଏସ କେ ଅବତାର ଅଲ୍ଲୀ (ସାଧାରଣ ସମ୍ପାଦକ ) ୭.ଅଭୟ ଲୋଚନ ନାୟକ(ଉପସଭାପତି) 
୮.ଅନୀଲ କୁମାର ଦାସ(ସହସମ୍ପାଦକ) 
୯.ସୁବାସିଷି ଦାସମହାପାତ୍ର(ସଙ୍ଘଗଠନ ସମ୍ପାଦକ) 
୧୦.ପରମାନନ୍ଦ ଦାସ(କୋଷାଧ୍ୟକ୍ଷ) 
୧୧.ଅମିୟ ରଞ୍ଜନ ଘଡେ଼ଇ(କାର୍ଯ୍ୟାଳୟ ସମ୍ପାଦକ) 
୧୨.ଉମାକାନ୍ତ ମହାପାତ୍ର (ସଭ୍ଯ) 
୧୩. ଅମିତା ନାୟକ (ସଭ୍ୟା) 
୧୩. ଅନୁଜ କୁମାର ମଲ୍ଲିକ(ସଭ୍ଯ) 
୧୪ ମହେନ୍ଦ୍ର କୁମାର ନାଥ(ସଭ୍ଯ) 
୧୫. ଅଜୟ କୁମାର ଦେହୁରୀ (ସଭ୍ଯ) 
୧୬.ସୁଶିଲ କୁମାର ମହାନ୍ତ(ସଭ୍ଯ)
୧୭. ଏସ୍. କେ. ସଲିମ (ସଭ୍ଯ) ଭାବେ ମନୋନୀତ ହୋଇଥିଲେ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !