ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍. ୟୁନିଟ ତରଫରୁ ବିଶ୍ୱ କର୍କଟ ସଚେତନତା ଦିବସ ପାଳିତ ହୋଇଯାଇଛି l
ଯାଜପୁର (ବ୍ୟୁରୋ ରିପୋର୍ଟ) :-ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍. ୟୁନିଟ ତରଫରୁ ବିଶ୍ୱ କର୍କଟ ସଚେତନଟା ଦିବସ ପାଳିତ ହୋଇଯାଇଛି | ଉକ୍ତ ମହାବିଦ୍ୟାଳୟ ର ଅଧକ୍ଷ ପ୍ରାଧ୍ୟାପକ ଶିବ ଚରଣ ମାଝୀ ଙ୍କ ସଭାପତିତ୍ୱରେ ମାନକ ଦ୍ରବ୍ୟ ସେବନ ଠାରୁ ଦୁରେଇ ରହିବା ପାଇଁ ପ୍ରତ୍ୟେକ ଛାତ୍ର-ଛାତ୍ରୀ ପାଞ୍ଚ ଜଣ ଛାତ୍ର-ଛାତ୍ରୀ ଙ୍କୁ କର୍କଟ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଉଦବୋଧନ ଦେଇଥିଲେ | ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ପଞ୍ଚାନନ ରାଉତ, ଡ଼ଃ କୁଶଚନ୍ଦ୍ର ପ୍ରଧାନ, ଏନ୍.ଏସ୍.ଏସ୍. ୟୁନିଟ ର ପ୍ରୋଗ୍ରାମ ଅଫିସର ପ୍ରାଧ୍ୟାପକ ଗୌରାଙ୍ଗ ଚରଣ ମଲ୍ଲିକ, ଶ୍ରୀ ଜଗବନ୍ଧୁ ସାହୁ, ପ୍ରୋଗ୍ରାମ ଅଫିସର ଡ଼ଃ ସୁଜାତା ହୋତା, ପ୍ରଫେସର ଦେବ ପ୍ରସନ୍ନ ମହାନ୍ତି, ପ୍ରାଧ୍ୟାପିକା ମମତା ସାମଲ,ନରେନ୍ଦ୍ର ବେହେରା, ସନାତନ ଦାସ, ଛବିଳା ସାହୁ, ରଞ୍ଜିତ କୁମାର ପହି, ପ୍ରାଧ୍ୟାପିକା ଦୀପ୍ତି ମୟୀ ଦାସ, ଅଧ୍ୟାପକ ବିଷ୍ଣୁ ଚରଣ ବରୁତି, ଦୀଲିପକୁମାର ରାଉତ, ଡ଼ଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାସ, ଶ୍ରୀ ଗୋଲକ କୁମାର ମହାକୁଡ଼, ଶ୍ରୀ ଉପେନ୍ଦ୍ର କୁମାର ସ୍ୱାଇଁ, ଶ୍ରୀ ଦୀଲିପ କୁମାର ମହାନ୍ତି, ମଦନ ମୋହନ ରାଉତ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେବା ସଂଗେ ସଂଗେ ମହାବିଦ୍ୟାଳୟ ର ଏନ୍.ଏସ୍.ଏସ୍.ୟୁନିଟ ର ସ୍ବେଚ୍ଛା ସେବିମାନେ କଲେଜ ପରିସର ରେ ରାଲି ବାହାର କରିଥିଲେ ଏବଂ ଏହି ରାଲି ରେ ଆମ୍ଭ ଏନ୍. ଏସ୍.ଏସ୍.ୟୁନିଟ ର ଭୋଲ୍ୟୁଣ୍ଟର ଭଗବାନ ପଣ୍ଡା କର୍କଟ ସଚେତନତା ଦିବସ ଉପଲକ୍ଷେ ନିଶା ନିବାରଣ ସ୍ଲୋଗାନ ଦେଇ କଲେଜ ର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା | ଏହି କାର୍ଯ୍ୟକ୍ରମ କୁ ପ୍ରାଧ୍ୟାପକ ପ୍ରୋଗ୍ରାମ ଅଫିସର ଗୌରାଙ୍ଗ ଚରଣ ମଲ୍ଲିକ, ଜଗବନ୍ଧୁ ସାହୁ ପରିଚାଳନା କରିଥିଲା ବେଳେ ପ୍ରାଧ୍ୟାପିକା ଡ଼ଃ ସୁଜାତା ହୋତା ଧନ୍ୟବାଦ ପ୍ରଦାନ କରିଥିଲେ |
Byasnagar Autonomous College NSS. The unit is celebrating World Cancer Awareness Day.
JAJPUR (Beuro Report) :-Byasanagar Autonomous College NSS. The unit is celebrating World Cancer Awareness Day Under the chairmanship of Shiv Charan Majhi, the dean of the college, each student enlightened five students to spread the message of cancer awareness to abstain from standard products. The Vice-Chancellor of the College is Prof. Shri Panchanan Raut, Dr. Kushchandra Pradhan, NSS. Professor Gaurang Charan Mallick, Program Officer, Unit, Mr. Jagbandhu Sahu, Dr. Sujata Hota, Program Officer, Prof. Dev Prasanna Mohanty, Prof. Mamata Samal, Narendra Behera, Sanatan Das, Chhabila Sahu, Ranjit Kumar Pahi, Prof. Deepti Mayu Das, Prof. , Dilip Kumar Raut, Dr. Pragya Prabhartika Das, Shri Golak Kumar Mahakud, Shri Upendra Kumar Swayam, Shri Dilip Kumar Mohanty, Madan Mohan Raut and many other prominent faculty members as well as volunteers of the NSS unit of the college. "The rescue squad wasn't called for him," she told the Associated Press. Bhagwan Panda, a volunteer from the SS unit, marched to the main gate of the college chanting anti-cancer slogans on the occasion of Cancer Awareness Day. The program was moderated by Prof. Program Officer Gaurang Charan Mallick, Jagbandhu Sahu while Prof. Dr. Sujata Hota thanked the participants.
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.