Dr. Ionizer ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

ଯାଜପୁର:- କୁଆଖିଆ ରେ Dr. Ionizer ର ପିଇବା ପାଣି ମାଧ୍ୟମରେ ଇମ୍ମ୍ୟୁନିଟି କୁ କିପରି ବୃଦ୍ଧି କରିପାରିବ, ତା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହା ବ୍ୟତୀତ ନୂତନ ନିଯୁକ୍ତି ସୁଯୋଗର ବ୍ୟବସ୍ଥା କରାଯାଇଛି l 
ଏଥିରେ ସ୍ୱାସ୍ଥ୍ୟ ସଲ୍ହାକାର ଓ dr. Aqua କମ୍ପାନୀ ର ପ୍ରଵକ୍ତା ଶ୍ରୀ ରାଜୀବ ଲୋଚନ ସାର, କୁଆଖିଆ ଶାଖା ର ପରିଚାଳକ ଶ୍ରୀ ଦେବେନ୍ଦ୍ର ଛନ୍ଦ ଓ ଯାଜପୁର ଜିଲ୍ଲା ର କମ୍ପାନୀ କୋ୍ଡିନେଟର ମୁଖ୍ୟ ଶ୍ରୀ ଜ୍ୟୋତିରଞ୍ଜନ ରାୟ ଙ୍କ ସହଯୋଗରେ ଆୟୋଜନ ଏହି ସଚେତନତା ଶିବିର ରେ ଜନସାଧାରଣ ଙ୍କ ଉତମ ସ୍ୱାସ୍ଥ୍ୟ ବିଷୟରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଇଛି l ପିଇବା ପାଣି କୁ ସ୍ଵଚ୍ଛ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଜନସାଧାରଣ ଙ୍କୁ ସେବା ଯୋଗାଇଦେବାର ରେ Dr. Aqua କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ବହୁ ଯୁବ ଓ ଅଭିଜ୍ଞାତା ଲୋକ ଉପସ୍ଥିତ ରହି ପାଣି ର ଇମ୍ମ୍ୟୁନିଟି ର ଉପକାରିତା ଉପରେ ଜ୍ଞାନ ନେଇଥିବାର ଦେଖିବାକୁ ମିଳିଥିଲା I
Awareness camps have been organized by Dr. Ionizer. 
Jajpur: - Dr. Ionizer in Kuakhia. Awareness camps have been held on how Ionizer can boost immunity through drinking water.
 This includes health care workers and Drs. Organized by Aqua Company spokesperson Shri Rajeev Lochan Sar, Kuakhia Branch Manager Shri Devendra Chhand and Jajpur District Company Coordinator Shri Jyotiranjan Rai, the awareness camp focused on public good health. In providing energy to the public by increasing energy. The workshop, which was started by Aqua Company, was attended by a large number of young and experienced people who were knowledgeable about the benefits of water immunity.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !