ଆଇ ପି ଏଲ୍ ଖେଳ କୁ ନେଇ ବେଟିଂ ଆଡ଼ା ଉପରେ ଚଢ଼ାଉ, ୬ ଜଣ ଗିରଫ l

ଗଞ୍ଜାମ (ବ୍ୟୁରୋ ରିପୋର୍ଟ) :-  ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଠାରେ IPL କ୍ରିକେଟ ଖେଳ କୁ ନେଇ ବେଟିଂ ଆଡ଼ା ଚାଲିଥିବା
 କୌଣସି ସୂତ୍ରରୁ ଖବର ପାଇ, ପାଟପୁର ଥାନା ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ୍ ଭାବେ ଟଙ୍କା କାରବାର ନେଇ ୬ ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା l ଏବଂ ସେମାନଙ୍କ ଠାରୁ ନଗଦ ଅର୍ଥ ୧ ଲକ୍ଷ ୬୦ ହଜାର ୫୦୦ ଟଙ୍କା
 ସହିତ ୮ ଗୋଟି ମୋବାଇଲ୍ ଫୋନ୍ କୁ ପୋଲିସ ଜବଦ କରିଛି l ଗିରଫ ଛଅ ଅଭିଯୁକ୍ତ ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ୍ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !