ନିଆରା ରୂପରେ ପାଳନ କଲେ ବାପାଙ୍କର ଶ୍ରାଦ୍ଧ ଦିବସ l

ଯାଜପୁର (ବ୍ୟାସନଗର) :- ସ୍ୱର୍ଗତ ନିର୍ମଳ ପୃଣ୍ଣଚନ୍ଦ୍ର ଭଞ୍ଜ ନର୍ଲା, କଳାହାଣ୍ଡି ନିବାସୀ I ସ୍ଵର୍ଗତ ଭଞ୍ଜ ଏକ ବିଜ୍ଞାନ କଲେଜ ରେ ପ୍ରାଧ୍ୟାପକ ଭାବେ ଚାକିରି କରିଥିଲେ l ତାଙ୍କର ତିନି ପୁଅ, ବଡପୁଅ ବିଜ୍ଞାନ ଭଞ୍ଜ, ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ଓ ସାନପୁଅ ଭାରତ ଭଞ୍ଜ ।
 ସୁଜ୍ଞାନ ଜଣେ ଔଷଧ ବ୍ୟବସାୟୀ ହୋଇଥିଲେ ମଧ୍ୟ ତାଙ୍କର ବାପାଙ୍କ ଶ୍ରାଦ୍ଧ ତିନିପୁଅ ପାଳନ କରି ଆସୁଛନ୍ତି l ଯାଜପୁରରୋଡ଼ (ବ୍ୟାସନଗର)ରେ ସେ ଦୀର୍ଘ ୫୦ ବର୍ଷ ହେବ ରହୁଛନ୍ତି I ତାଙ୍କର ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକରେ କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସମାଜ ପାଇଁ ଏକ ଶିକ୍ଷଣୀୟ ଓ ଉପାଦେୟ ହେଉଛି l ସେ ତାଙ୍କର ବାପାଙ୍କ ଶ୍ରାଦ୍ଧ ଦିବସ ପାଳିତ ଅବସରରେ ସମର୍ଥ ଅନୁସାରେ କିଛି ଶୁଖିଲା ଖାଦ୍ୟ କୁନିକୁନି ପିଲାମାନଙ୍କୁ ଦେବା ସହ
 ଅସହାୟ ବୃଦ୍ଧା ଲୋକମାନଙ୍କୁ ମଧ୍ୟ ବଣ୍ଟନ କରିଛନ୍ତି I ସେ କରୋନା ସମୟରେ ବ୍ୟାସନଗର ପୌରପାଳିକା ର ଜଗନ୍ନାଥ ସାହି, ଲେପର୍ସି କଲୋନୀ,ପ୍ଲଟ ବସ୍ତି ମାନଙ୍କରେ ରନ୍ଧା ଖାଦ୍ୟ ଓ କିଛି ବୃଦ୍ଧା ଙ୍କ ପାଇଁ ମାସିକ ସହାୟତା କରି ଉଦାହରଣ ପାଲଟିଛନ୍ତି ସୁଜ୍ଞାନ lଏଭଳି କାମପାଇଁ ସେଵେଶ ଚର୍ଚ୍ଚିତ, 
କଳାହାଣ୍ଡିର ନିବାସୀ ହୋଇଥିଲେ ହେଁ ତାଙ୍କର ଗରୀବ, ଅସହାୟ ଲୋକଙ୍କୁ ସହାୟତା ର ହାତ ବଢ଼ାଇବା ଦୁର୍ବଳତା ରହିଛି l ସେବି ଏକ ନିଆରା, ବାପାଙ୍କ ସ୍ମୃତି ରକ୍ଷା ପାଇଁ ସେ ଏହିପରି ସହାୟତା ପ୍ରଦାନ କରନ୍ତି l
Niara celebrated Father's Day. 
 Jajpur (Byasnagar): - The late Nirmal Prunachandra Bhanj Narla, a resident of Kalahandi I Swargat Bhanj worked as a professor in a science college l His three sons, the eldest son Bijnan Bhanj, the middle son Suzanne Bhanj and the youngest son Bharat Bhanj. Although Suzanne is a drug dealer,
 she has been celebrating her father's death for three years. She has been living on Jajpur Road (Bysanagar) for 50 years. On the occasion of his father's Shraddha Day celebrations, he distributed some dried food to the Kunikuni children as well as
 distributed them to the helpless old people. Sevesh is famous for work,
 Even though he is a resident of Kalahandi, he has the weakness to extend a helping hand to the poor, the helpless.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !