ଜାତୀୟ ରାଜପଥ ସଡ଼କ ଦୁର୍ଘଟଣାରେ ଜଳିଗଲା ଦୁଇଟି ଗାଡି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲା ଦୁଇଟି ଜୀବନ।


ଯାଜପୁର (ବ୍ୟୁରୋ) 
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳ ପୁର ଚୁଡ଼ା ଖିଆ ଛକ ନିକଟରେ ଏକ ମଟର ସାଇକେଲ ଉପରକୁ ବିପରୀତ ଦିଗରୁ ଦୃତ ଗତିରେ ଟ୍ରକ ଟି ମାଡ଼ି ଯିବା ଫଳରେ ବାଇକ୍ ଟି ଘୁଷୁରୀ ଯିବା ଫଳରେ ତତ୍ କ୍ଷଣାତ ନିଆଁ ଲାଗି ଯାଇ ଥିଲା,ଫଳରେ କିଛି ସମୟ ଜାତୀୟ ରାଜପଥ NH5 ଓ NH 16 ବନ୍ଦ ହୋଇଯାଇ ଥିଲା, ଆହତ କୁ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିବା ସୂଚନା ମିଳିଛି

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !