ଜିଲ୍ଳା ପୋଲିସ୍ ଦ୍ଵାରା ଚାରି ଜଣ ଡକାୟତ ଗିରଫ l

               ଗିରଫ ଚାରି ଡକାୟତ 
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ, ଡକାୟତି ଯୋଜନା କରୁଥିବା ଏକ ଡକାୟତ ଦଳ କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ l 
 
ଏହି ମାମଲାରେ ପୁଲିସ ପକ୍ଷରୁ ୪ ଜଣ ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଦୁଇଟି ମଟର ସାଇକେଲ, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ, ୫୫୧ ଗ୍ରାମ୍ ର ରୂପା ଅଳଙ୍କାର, ନଗଦ ୮୧୯୦ ଟଙ୍କା ଜବଦ କରିଛି l 
     ପୋଲିସ୍ ଦ୍ଵାରା ଉଦ୍ଧାର ହୋଇଥିବା ଜିନିଷ 
 ଧର୍ମଶାଳା PS ରେ ଏକ କେସ୍ U / S 399/402 IPC / 25 ଆର୍ମସ୍ ଆକ୍ଟ ପଞ୍ଜିକୃତ ହୋଇଛି | ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ପଠାଯାଇଛି। ବିଭିନ୍ନ ଡକାୟତି ଏବଂ ଚୋରିରେ ସେମାନଙ୍କର ସମ୍ପୃକ୍ତି ଅନୁସନ୍ଧାନ କରାଯାଇଛି ଏବଂ ପରବର୍ତ୍ତୀ ଅନୁସନ୍ଧାନ ଜାରି ରହିଛି। (Rita vision News)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !