ଯୋବ୍ରା - ତାଳଦଣ୍ଡା କେନାଲ ରାସ୍ତା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ l

ବ୍ୟୁରୋ ରିପୋର୍ଟ - କଟକ ଏସସିବି ମେଡିକାଲରେ ରୋଗୀଙ୍କ ପହଁଚିବା ଏବେ ଆହୁରି ସହଜ ହେବ। ସମସ୍ତଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଓ କଟକ ସହରରେ ଗମନାଗମନ ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା
 ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ପ୍ରସାରିତ ଯୋବ୍ରା-ତାଳଦଣ୍ଡା କେନାଲ ରାସ୍ତା ଉଦଘାଟନ କରିଛନ୍ତି। ଏସସିବି ମେଡିକାଲ କଲେଜ କୁ ବିଶ୍ୱସ୍ତରୀୟ କରିବା ଉଦ୍ଧେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ l ତିନି ଲେନ୍ ବିଶିଷ୍ଟ ଏହି ଯୋବ୍ରା - ତାଳଦଣ୍ଡା କେନାଲ ରାସ୍ତା ରେ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି l ଆମ୍ବୁଲାନ୍ସ ପାଇଁ, ପାଦଚଲା ପାଇଁ ସେହିପରି ଦୁଇଚକିଆ ଯାନ ଓ ଚାରିଚକିଆ ଯାନ କୁ ପ୍ରାଧାନ୍ୟ ଦେଇ ରାସ୍ତା ନିର୍ମାଣ କରାଯାଉଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !