ସଂଗ୍ରାମୀ ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ ଦାବି, କେଶରିୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ପକ୍ଷରୁ ସ୍ମାରକପତ୍ର ପ୍ରଦାନ l


 (ବ୍ୟୁରୋ ରିପୋର୍ଟ) - ସଂଗ୍ରାମୀ ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ ଦାବି, ବିଶିଷ୍ଟ ସ୍ୱାଧୀନତା ଯାଜପୁରସଂଗ୍ରାମୀ ବୀର ବିନାୟକ ଦାମୋଦର ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କେଶରୀୟl ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି l ବାହିନୀର ଜିଲ୍ଲା ଅଧ୍ୟକ୍ଷ ଅଭିମନ୍ୟୁ ଶତପଥୀ , ଜିଲ୍ଲା ମହିଳା ବାହିନୀ ଅଧ୍ୟକ୍ଷା ସାବିତ୍ରୀ ରାଉତ, ଜିଲ୍ଲା ମହାମନ୍ତ୍ରୀ ଉମାକାନ୍ତ ବିଶ୍ୱାଳ, ଜିଲ୍ଲା ସହ ସଂଯୋଜକ ବସନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଗତ 4ତାରିଖରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ l 
 
ଜିଲ୍ଲା ସ୍ୱାସ୍ଥ୍ୟ ପ୍ରମୁଖ ସୁମନ୍ତ ନାୟକ କୋଷାଧ୍ୟକ୍ଷ ଅରୁଣ କୁମାର ମହାରଣା, ବଡ଼ଚଣା ଯୁବବାହିନୀ ଅଧ୍ୟକ୍ଷ ଅଜୟ ଦାସ ଧର୍ମଶାଳା ଯୁବବାହିନୀ ଅଧ୍ୟକ୍ଷ ବଳରାମ ଦାସ, ବଡ଼ଚଣା ବ୍ଲକ ମହିଳା ବାହିନୀ ଅଧ୍ୟକ୍ଷା ନମିତା ଜେନା ସୁକିନ୍ଦା ବ୍ଲକ କାର୍ଯ୍ୟକାରୀ ଅଧ୍ୟକ୍ଷ ବଳଭଦ୍ର ରାଉତ ମହାସଚିବ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ସମେତ ଯାଜପୁର ବରୀ କୋରାଇ ଦାନଗଦୀ ଦଶରଥପୁର ବ୍ଲକ ପ୍ରତିନିଧି ବସନ୍ତ କୁମାର ପାତ୍ର, ବିଶ୍ଵାମିତ୍ର ସୁବୁଦ୍ଧି ଶ୍ରୀକାନ୍ତ ମହାପାତ୍ର,ର ସୁଶାନ୍ତ ବେହେରା, ରତିକାନ୍ତ ଜେନାମଣି, ସୁମନ୍ତ କୁମାର ନାୟକ, ମିଲନ ବେହେରା ଶୁକଦେବ ଦାସ ପ୍ରମୁଖ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l  

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !