ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ମଣ୍ଡଳ ବିଜେପି ର ପ୍ରଶିକ୍ଷଣ ଶିବିର l

ଯାଜପୁର - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ଡକ୍ଟର ପ୍ରଦୀପ ବଳସାମନ୍ତ (ଟୁଟୁ) ଭାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ ସମସ୍ତ ମଣ୍ଡଳ ପଦାଧିକାରୀ ଓ ଶକ୍ତିକେନ୍ଦ୍ର ପ୍ରମୁଖ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।                
ପ୍ରଶିକ୍ଷକ ଭାବେ ଯାଜପୁର ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ଶାରଦା ପ୍ରସାଦ ଶତପଥି ଏବଂ ତାଙ୍କ ସହ ଯୋଗଦେଇଥିଲେ ରାଜ୍ୟ ବିଜେପି ଆଇଟି ସେଲ ସଂଯୋଜକ ଶ୍ରୀଯୁକ୍ତ ରବୀନ୍ଦ୍ର ବେହେରା,ଦାନଗଦୀ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସଞ୍ଜୟ ମହାନ୍ତି, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରାୟ, ଦାନଗଦୀ ବ୍ଲକ ଉପାଦକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭଞ୍ଜ, ଶ୍ରୀଯୁକ୍ତ ପ୍ରତାପ ଧୀର, ଶ୍ରୀଯୁକ୍ତ ହଳଧର ନାୟକ, ଶ୍ରୀଯୁକ୍ତ ଜଳଧର ଖିଲାର, ଶ୍ରୀଯୁକ୍ତ ବୀରବର ସାହୁ, ଶ୍ରୀଯୁକ୍ତ ବାବୁଲି ନାଟିଆ,ଯୁବନେତା ଶ୍ରୀଯୁକ୍ତ ପପୁନା ମହାପାତ୍ର, ସୁକିନ୍ଦା ବିଜେପି ଆଇଟି ସେଲ ସଂଯୋଜକ ଶ୍ରୀ ଦିପ୍ତୀରଂଜନ ଦାସ, ଶ୍ରୀଯୁକ୍ତ ପ୍ରମୋଦ ସ୍ୱାଇଁ, ଶ୍ରୀଯୁକ୍ତ ଅଭିମନ୍ୟୁ ପ୍ରଧାନ, ଶ୍ରୀଯୁକ୍ତ ତପନ ବାରିକ ମହୋଦୟ ନିର୍ଦ୍ଧାରିତ ବିଷୟ ଉପରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !