ଝାଡ଼େଶ୍ୱର ମହାବିଦ୍ୟାଳୟ ଟୋଲକାନୀ ଇକୋ କ୍ଲବ ଆନୁକୂଲ୍ୟରେ ବୃକ୍ଷ ରୋପଣ l

ଯାଜପୁର(କଳିଙ୍ଗନଗର): - ତୋଲକାନୀସ୍ଥିତ ଝାଡ଼େଶ୍ୱର ମହାବିଦ୍ୟାଳୟ ଇକୋ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଯୁଗଳ କିଶୋର ହୋତା, ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା, ଦିଲୀପ କୁମାର ନାୟକ ଓ ଖଗେଶ କୁମାର ଜେନା, ବରିଷ୍ଠ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ, 
ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ ଯୋଗେନ୍ଦ୍ର ନାଥ ସାହୁ ଓ ଗୋକୁଳ ବିହାରୀ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀନିବାସ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ l କଲେଜ ଇକୋ କ୍ଲବ ଛାତ୍ର ଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ l (ରିପୋର୍ଟ:ଜୟ ନାରାୟଣ ମହାପାତ୍ର)l
Tree plantation at Jhadeswar college Tolkani. 
 Jajpur (Kalinganagar):-A massive plantation was organised by Eco club of Jhadeswar Mahabidyalay, Tolkani. The principal of the institution Dr. Jugal Kishore Hota, Prof. Akshaya Kumar Panda, Dilip Kumar Nayak & Khagesh Kumar Jena, Retd. Prof. Dr. Rama chandra Naik, 
senior journalist Jay Narayan Mahapatra, educationist Jogendranath Sahu & Gokul behari Prusty attended the programme and planted different type of trees in the girls hostel premises. The student members of Eco Club participated in the programme. (Report:Jay Narayan Mahapatra).

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !