ବାଲେଶ୍ଵର ବୋଟ୍ ମାଲିକ ହତ୍ୟାକାଣ୍ଡ ଘଟଣା ରେ ୮ ଜଣ ଗିରଫ I

ବାଲେଶ୍ୱର(ବ୍ୟୁରୋ ରିପୋର୍ଟ) : - ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ବୋଟ୍‌ ମାଲିକ ବିଜୟ କୁମାର ପ୍ରଧାନଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୮ ଜଣ ଗିରଫ। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ଖଣ୍ଡା ଓ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ୍‌ । ଅନ୍ୟ ଫେରାରଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି। ତେବେ ବିଦ୍ୟୁତ ତାର ଟାଣିବା ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର।
ବିଜୁଳି ସଂଯୋଗକୁ ନେଇ ବାଲେଶ୍ଵର ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ ଜାନୁଆରୀ ୧୯ ତାରିଖ ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହି ଘଟଣାରେ ବୋଟ୍‌ ମାଲିକ ବିଜୟ କୁମାର ପ୍ରଧାନ ଗାଁରେ ଆତଙ୍କ ଖେଳାଇଥିବା ଯୁବକଙ୍କ ବିରୋଧରେ ଥାନାକୁ ଯିବା ସହ ଗୋଟିଏ ଗୋଷ୍ଠୀକୁ ସମର୍ଥନ କରୁଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଅପରାଧୀମାନେ ବିଜୟଙ୍କୁ ଗତ ୧୫ ତାରିଖରେ ନାଉପାଳଗଡି ନିକଟରେ ଅତର୍କିତ ଆକ୍ରମଣ ପରେ ଗୁଳି କରିଥିଲେ।
Eight people have been arrested in connection with the murder of a Balasore boat owner. 
BALESWAR (Beuro Report): - Four people, including the main accused in the murder of Vijay Kumar Pradhan, a boat owner in Chandipur in Baleshwar district, have been arrested. Police found an assault rifle, a machete and ammunition in Huff's truck, and a search of his apartment turned up three more rifles. The other returnees will be arrested soon, the SP said. Balasore SP Sudhanshu Shekhar Mishra said the killings were centered on a power outage.
 On January 19, a clash broke out between two groups in Keshpur village under Baleshwar Sadar police station over a power outage. In the incident, boat owner Vijay Kumar went to the police station against a young man who had terrorized the main village and supported a group. In the wake of the incident, the perpetrators shot and killed Vijay after a surprise attack near Nupalgadi on the 15th.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !