କରୋନା ମହାମରୀ ପାଇଁ ମହାବୀର ଙ୍କ ପୂଜା l

ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲା କୋରେଇ ବ୍ଲକ, ଜହ୍ନା ପଞ୍ଚାୟତ ର ବ୍ରାହ୍ମଣବାଡ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଜି ଙ୍କ ପୂଜାର୍ଚ୍ଚନା ବିଧିବଦ୍ଧ ଭାବରେ ଆରମ୍ଭ କରାଯାଇଥିଲା l ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାୟୀ ଖୁବ୍ କମ୍ ସଂଖ୍ୟା ରେ ଭକ୍ତ ଙ୍କୁ ନେଇ ପୂଜା କରାଯାଇ ପୂଜା ଦ୍ଵାରା କୋରନା କେମିତି ଲୋକମାନଙ୍କ ପାଖରୁ ଦୁରେଇ ଯାଉ, ଲୋକ ଓ କୁନି କୁନି ପିଲା ମାନଙ୍କର ମଙ୍ଗଳ କାମନା କରିଥିଲେ l ଏହି ପୂଜା ଯଜ୍ଞ ର କର୍ତ୍ତା କାର୍ତ୍ତିକ ନାୟକ, କର୍ତ୍ତି ବିଷ୍ଣୁ ପ୍ରିୟା ନାୟକ, ପୂଜକ ଘନଶ୍ୟାମ ପଣ୍ଡା, ଅଭିମନ୍ୟୁ କର, ମହାବୀର ବ୍ରାହ୍ମଣ ବାଡ ପୂଜା କମିଟିର ସଭାପତି ଗଣେଶ୍ଵର ପଣ୍ଡା, ସମ୍ପାଦକ ରମେଶ ଚନ୍ଦ୍ର ନାୟକ,ଚିନ୍ତା ମଣି ପରିଡା, ଦେବେନ୍ଦ୍ର ମଲିକ୍, ଭରତ ନାୟକ,ଗୋପାଳ ନାୟକ, କୁଳମଣି ମଲିକ୍, ଗଣେଶ୍ଵର ଦାସ,ଧନେଶ୍ୱର ରାଉତ, ଜିତୁ ମଲିକ୍, ସୁମିତ୍ରା ପଣ୍ଡା,  ରେଣୁବାଳା କର, କମଳା ନାୟକ, ପ୍ରଭାତୀ ନାୟକ ସହିତ ଅନ୍ୟମାନେ ସହଯୋଗ କରିଥିଲେ l
Mahabir's worship for the Karona epidemic. 
Jajpur (Beuro Report) - The worship of Sri Sri Hanuman Ji was officially started in Brahmanabad village of Jahna Panchayat, Korei block, Jajpur district. Karthik Nayak, Karthi Vishnu Priya Nayak, Pujak Ghanshyam Panda, Abhimanyu Kar, Mahabir Brahmin Bad Puja Committee Chairman Ganeshwar Panda, Editor Ramesh Chandra Nayak, Chinta Mani Parida, Devendra Malik wished the people and Kuni Kuni well. Bharat Nayak, Gopal Nayak, Kulmani Malik, Ganeshwar Das, Dhaneshwar Raut, Jitu Malik, Sumitra Panda, Renuwala Kar, Kamala Nayak, Prabhati Nayak and others contributed.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !