ମା କଳା ପରିଷଦ ପକ୍ଷରୁ କରୋନା 'ଯଶୋଦାଯୋଦ୍ଧା ସମ୍ମାନ ପ୍ରଦାନ l

ଯାଜପୁର (ବ୍ୟୁରୋ ରିପୋର୍ଟ) - ବିଞ୍ଝାରପୁର ବ୍ଲକ ବାଙ୍ଗରା ଗ୍ରାମର ମା' ଯଶୋଦା କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ - ୨୦୨୧ ପ୍ରଦାନ କରାଯାଇଛି l ଜରୀ ଫାଣ୍ଡି ପରିସରରେ କୋଭିଡ ନିୟମ ଅନୁସାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜରୀ ଫାଣ୍ଡି ଅଧିକାରୀ ଅଶୋକ କୁମାର ସ୍ଵାଇଁ, ସମାଜସେବୀ ବିଷ୍ଣୁ ଚରଣ ଭୂୟାଁ, ଅଶୋକ ପଲାଇ, ପିତାମ୍ବର ମହାନ୍ତ , ଅଶୋକ ମହାରଣା, ପ୍ରଶାନ୍ତ ସେନାପତି ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ସାମାଜିକ କର୍ମୀ ଦିନେଶ ମଲ୍ଲିକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ, ପ୍ରଫୁଲ୍ଲ ସ୍ଵାଇଁ, ସଦାନନ୍ଦ ଦାସ, ଶିକ୍ଷୟତ୍ରୀ ତଥା ସମାଜସେବୀ ନନ୍ଦିନୀ ପ୍ରଭା ଦାସ, ଗୁରୁ ଅନୁପମା ନାୟକ, ରମାକାନ୍ତ ଦାଶ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ l
On behalf of the Mother Arts Council, Karona was honored with the Yashodayoddha Award. 

Jajpur (Beuro Report) - Maa Yashoda Kala Parishad, Maa Yashoda Kala Parishad, Bangra village, Binjharpur block, has been conferred the Korona Warrior Award - 2021. Jari Fandi officer Ashok Kumar Swain, social activist Vishnu Charan Bhuyan, Ashok Maharana, Prashant Senapati was given the North and Honors l The function, presided over by social activist Dinesh Mallick, was attended by Prafulla Swain, Sadananda Das, teacher and social activist Nandini Prabha Das, Guru Anupama Nayak, Ramakant Das, intellectuals.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !