ଅସହାୟ ଅବସ୍ଥାରେ ଦୁଇ ଅନାଥ ଶିଶୁ, ପ୍ରଶାସନ ର ଦୃଷ୍ଟି ପଡୁ l

ଯାଜପୁର - ବାପା, ମା' ଚାଲିଗଲା ପରେ ଅନାଥ ହୋଇଗଲେ ଦୁଇଜଣ ଶିଶୁ l ଯାଜପୁର ରୋଡ ସ୍ଥିତ ଭାଟିଆ ଗ୍ରାମର ସନାତନ ମଳିକ ଜଣେ ଅଟୋ ଚାଳକ ତାଙ୍କର କରୋନା ରେ ଗତ ୦୯/୦୫ /୨୦୨୧ ରେ ମୃତୁ ହୋଇଥିଲା l ଭାଗ୍ୟର ବିଡ଼ମ୍ବନା, ଦୁଃଖର କଥା ତାଙ୍କର ସ୍ତ୍ରୀ କ୍ୟାନସର ରେ ପିଡୀତଥିଲେ, ସେ ମଧ୍ୟ ଶେଷ ରଜ ଦିନ ଅର୍ଥାତ୍ ୧୬/୦୬ /୨୦୨୧ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଛି l ତାଙ୍କର ଦୁଇ ଗୋଟି ଛୋଟ ପିଲା, ପୁଅ ଛ' ବର୍ଷ ଓ ଦଶ' ମାସର ଝିଅ I ତାଙ୍କ ପରିବାରରେ ଆଉ କେହି ନ ଥିବାରୁ ଦୁଇ ଅନାଥ ପିଲାଙ୍କ ଅଜା ପଞ୍ଚାନନ ତରେଇ ଯେକି ଶ୍ରୀବନ୍ତପୁର ପଂଚାୟତ,ଭଣ୍ଡାରୀପଡା,ଭଗତ ଭଗବାନପୁର ର ବାସିନ୍ଦା ଦୁଇପଲା ଙ୍କୁ ତାଙ୍କ ହେପାଜତକୁ ନେଇଛନ୍ତି l ପଞ୍ଚାନନ ତରାଇ ନିଜକୁ ନିଜେ ଚାଲିବା ଭାରି କଷ୍ଟ l ପିଲା ଦୁଇଟି କୁ ପୋଷିବେ କିପରି l ଗ୍ରାମବାସୀଙ୍କ ତରଫରୁ ଓ ଆମ ଚ୍ୟାନେଲ ମାଧ୍ଯମରେ ସରକାରଙ୍କୁ ଅନୁରୋଧ ପିଲା ଦୁଇଟି ର ଭବିଷ୍ୟତ ଉପରେ ନଜର ଦେଇ ଅନାଥ ପିଲା ଦୁଇଟି କୁ ନିଜ ହେପାଜତକୁ ନିଅନ୍ତୁ l

 The helpless two orphaned children, the administration's attention. 
Jajpur - Two children were orphaned after their father and mother passed away. Sanatan Malik, an auto driver from Bhatia village on Jajpur Road, died in his corona on 07/05/2021. He died on Raj Day, 18/09/2021. He has two young children, a son of six years and a ten-month-old daughter I, as there is no one else in his family. Residents of the village have taken the two children into his custody l Panchanan Tarai It is very difficult for him to walk on his own l How to feed the two children l On behalf of the villagers and through our channel, the government is looking into the future of the two orphans.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !