ସୁକିନ୍ଦା ଓ ଦାନଗଦି ରେ ନିର୍ମାଣ ହେବ ଦକ୍ଷତା ବିକାଶ କେନ୍ଦ୍ର l

ଯାଜପୁର - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଆଦିବାସୀ ଏବଂ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ସୁକିନ୍ଦା-ଦାନଗଦୀରେ ପ୍ରତିଷ୍ଠା ହେବ ୨ଟି ଦକ୍ଷତା ବିକାଶ କେନ୍ଦ୍ର (Skill Development Centre) ଜିଲ୍ଲା ଖଣିଜ ପାଣ୍ଠି (DMF) ପାଣ୍ଠିରୁ ପ୍ରାୟ ୧୨ କୋଟି ବ୍ୟୟରେ ସୁକିନ୍ଦାରେ ଆଦିବାସୀ ଦକ୍ଷତା ବିକାଶ କେନ୍ଦ୍ର ଏବଂ ଦାନଗଦୀରେ ମହିଳା ଦକ୍ଷତା ବିକାଶ କେନ୍ଦ୍ରର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଶୁଭ ଭିତ୍ତିପ୍ରସ୍ତର ଦେଇଛନ୍ତି। ଫଳରେ ନିଯୁକ୍ତିର ସୁଯୋଗ ଥାଇ ମଧ୍ୟ ଟ୍ରେନିଂ ଅଭାବରୁ କଳିଙ୍ଗ ନଗର ଶିଳ୍ପାଞ୍ଚଳ ଓ ବିଭିନ୍ନ ମାଇନ୍ସରେ ଚାକିରୀ ପାଇବାକୁ ପଛେଇ ଯାଉଥିବା ସୁକିନ୍ଦା-ଦାନଗଦୀର ଯୁବଗୋଷ୍ଠୀଙ୍କ ପାଇଁ ଏହା ସହାୟକ ହେବ।

Skills Development Centers will be set up in Sukinda and Danagadi.
Jajpur - Two Skill Development Centers will be set up at Sukinda-Danagadi in Sukinda constituency to provide employment to tribals and women. Ghadai has laid the foundation stone. As a result, employment opportunities will also be helpful for young people in Sukinda-Danagadi, who are lagging behind in getting jobs in Kalinga Nagar industrial area and various mines due to lack of training.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !