ଯାଜପୁର ରୋଡ଼ ସେଣ୍ଟ୍ରାଲ ସ୍କୁଲ ଗୃହ ନିର୍ମାଣ ପାଇଁ କେନ୍ଦ୍ରସରକାର ଅର୍ଥ ମଞ୍ଜୁର କଲେ l

ଯାଜପୁର : - ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଈଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ ସୂଚନା ଦେଲେ ସାଂସଦ ଶର୍ମିଷ୍ଠା ସେଠି। ପ୍ରକାଶ ଯୋଗ୍ୟ ଆଜି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଅଚାନକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସିଥିଲେ। ସୂଚନା ମୁତାବକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିଜସ୍ଵ ଘରକି ଜାଗା ନଥିବାରୁ ବ୍ୟାସନଗର ସ୍ଥିତ ଏନସି ହାଇସ୍କୁଲ ପରିସରରେ ଅନେକ ଦିନ ହେବ ଚାଲୁ ରହୁଛି। ଯେଉଁଠି ୪୫୦ରୁ ଉର୍ଦ୍ଧ୍ବ ପିଲା ପାଠ ପଢ଼ୁଥିବା ବେଳେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନଥିବାରୁ ପାଠ ପଢିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲର ଅଭିଭାବକ ସଙ୍ଘ ଓ ସ୍କୁଲର ପ୍ରିନ୍ସପାଲ ସ୍ୱତନ୍ତ୍ର ସ୍କୁଲ ଘର ନିର୍ମାଣ ପାଇଁ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ଅଶୋକ କୁମାର ବଳଙ୍କ ନିକଟରେ ଦାବି କରୁଥିଲେ । ତେବେ ସାଂସଦ ଓ ବିଧାୟକଙ୍କ ପ୍ରଚେଷ୍ଟାରେ ସେଣ୍ଟ୍ରାଲ ସ୍କୁଲର ସ୍ଵତନ୍ତ୍ର ଗୃହ ନିର୍ମାଣ ପାଇଁ ୨୩ କୋଟି ୩୨ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ଆଜି ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସି ସୂଚନା ଦେଇଛନ୍ତି ସାଂସଦ ଶ୍ରୀମତୀ ସେଠୀ । ଏଥିସହିତ ଏହି କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ ହେବ ସେଥିପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି ସାଂସଦଙ୍କ ପକ୍ଷରୁ ସୂଚନା ମିଳିଛି।ଆଜିର ଏହି ଗସ୍ତ ସମୟରେ ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧାକ୍ଷା ସବିତା ରାଉତ, ବିଜେଡି ଯୁବ ନେତା ପ୍ରିତିରଞ୍ଜନ ସାହୁଙ୍କ ସମେତ ସମସ୍ତ ଅଭିଭାକ ସଙ୍ଘର ସଦସ୍ୟ ଉପସ୍ଥିତ ଥିଲେ।
The Central Government has sanctioned funds for the construction of Jajpur Road Central School. 
Jajpur: - Rs 23.22 crore will be spent on the Central School in Bysanagar, MP Sharmista said. Today, Jajpur MP Sharmista Sethi paid a surprise visit to the Central School in Byasanagar. According to sources, the Central High School in Byasnagar has been closed for a long time on the premises of NC High School in Byasnagar as it has no home space. Where more than 450 children are studying, there is a lack of adequate classrooms, which makes it difficult for them to attend classes. With this in mind, the school's parents' union and the school's principal have demanded that MP Sharmista Sethi and MLA Ashok Kumar Bal build a special school house. However, due to the efforts of MPs and legislators, Rs 23.32 crore has been sanctioned by the central government for the construction of special houses for the Central School, the MP said during a visit to the Central School today. In addition, MPs have informed that efforts will be made to get the work started as soon as possible.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !