ପିମ୍ପୁଡ଼ିଆ ସ୍କୁଲ ରେ ଅଭାବନୀୟ ଘଟଣା l

ଯାଜପୁର (ସୁକିନ୍ଦା) :- ପିମ୍ପୁଡିଆ ସ୍ଥିତ ପତିତପାବନ ହାଇସ୍କୁଲରେ ଜୈନିକ ଛାତ୍ରୀ ଅଚେତ ଅବସ୍ଥାରେ ସୁକିନ୍ଦା ମେଡିକାଲରେ ଭର୍ତ୍ତି ।ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଉଦ୍ଧେଶ୍ୟରେ ସମସ୍ତ ହାଇସ୍କୁଲ ଖୋଲା ଯାଇଥିବା ବେଳେ ସୁକିନ୍ଦା ବ୍ଲକ ଅଧିନସ୍ଥ ପିମ୍ପୁଡିଆ ଗ୍ରାମରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ରେ ସବୁଦିନ ପରି ସଠିକ୍ ସମୟ ରେ ସ୍କୁଲ ଖୋଲିଥିଲା l ଆଜି ସକାଳ ୧୦ ଘଟିକା ସମୟରେ ୨୮ ଜଣ ପିଲା ପାଠ ପଢିବା ପାଇଁ ଆସିଥିବା ସୂଚନା ମିଳିଛି l ଶିକ୍ଷକ ପ୍ରେମାନନ୍ଦ ମିଶ୍ରଙ୍କ ପଠା ପଢା ଆରମ୍ଭରୁ ପିମ୍ପୁଡିଆ ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ପ୍ରୀତି ମହାନ୍ତ, ହଟାତ ଅଚେତ ହୋଇ ସ୍କୁଲ ଗୃହ ପରିସରରେ ପଡି ଯିବାରୁ ବିଦ୍ୟାଳୟର ଶିକ୍ଷକ ମାନେ ସରକାରୀ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ 108 ଆମ୍ବୁଲାନ୍ସର କର୍ମଚାରୀ ମାନେ ପିମ୍ପୁଡିଆ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଅକ୍ସୀଜେନ ଲଗାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇବା ପରେ ଛାତ୍ରୀ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
Unexpected incident at Pimpudia School. 
Jajpur (Sukinda): - A Jain student at Patitapavan High School in Pimpudia has been admitted to Sukinda Medical College in a state of unconsciousness. Opened at 10 a.m. today, 28 children were reported to have come to study l Preeti Mahant, a 10th class student of Pimpudia village, fell unconscious and fell on the school premises from the beginning of the reading of teacher Premananda Mishra. The student was rushed to a school in Pimpudia, where she was pronounced unconscious.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !