ବ୍ରିଜ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ ଡ୍ରାଇଭର ମୃତ l

 
 ଢେଙ୍କାନାଳ :- ଜିଲ୍ଲା ର ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ରେ ଭାରସ୍ୟାମ ହରାଇ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ OD 09P 0122 ଡ୍ରାଇଭ ମୃତ I ମୃତକ ଜଣକ ହେଉଛନ୍ତି କେଉଁଝର ଜିଲ୍ଲାର ମାନସ ରଞ୍ଜନ ଧିବର। ସୂଚନ ମୁତାବକ ଟ୍ରକଟି ଆଇରନ୍ ନେଇ କେନ୍ଦୁଝର ପଟୁ ତାଳଚେର ଅଭିମୁଖେ  ସକାଳ ପ୍ରାୟ ୫:୩୦ ମି. ସମୟରେ ଯାଉଥିବା
 ବେଳେ ଜଟିଆ ନିକଟସ୍ଥ ଜଟିଆ ବ୍ରାହ୍ମଣୀ ବ୍ରିଜ ତଳକୁ ଭାରସ୍ୟାମ ହରାଇ ଖସି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ପରଜଙ୍ଗ ପୋଲିସ କୁ ଖବର  ଦେଇଥିଲେ। ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି kunal counstruction ର jcb ସହାୟତାରେ ଟ୍ରକ୍ ରେ ଥିବା ଡ୍ରାଇଭର କୁ ମୃତ ଭାବେ ଉଦ୍ଧାର କରିଛନ୍ତି।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !