ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି l
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ , ଠାରେ ମହାବିଦ୍ୟାଳୟର ସଭାଗୃହ ଠାରେ ପାଳନ କରାଯାଇଛି . ଏ.ଓଡ଼ିଆ ଜାତିର ନିଜସ୍ଵ ଭାଷା ଓଡ଼ିଆ କୁ ଶାସ୍ତ୍ରୀୟ ଭାଷା ଦିବସ ରୂପେ କ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଆ ଭାଷାକୁ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ପ୍ରଦାନ କରିଥିଲେ. ଓଡିଆ ଭାଷା , ଆମ ଗୌରବ ଓ ସ୍ଵାଭିମାନ ର ପ୍ରତୀକ ।
ଓଡ଼ିଆ ଲେଖକ ମଧ୍ୟରେ ଅନ୍ୟତମ ଫକୀର ମୋହନ ସେନାପତି ଙ୍କ ଭାଷାରେ ଦ୍ଭାଷା ହିଁ ଜୀବନ ଶକ୍ତି ଜାତି ମାନଙ୍କର ଯେଉଁ ଜାତି ଭାଷା ହୀନ ସେ ଜାତି ବର୍ବର । ତେଣୁ ଓଡ଼ିଆ ଭାବେ ଆମେ ସମସ୍ତେ ଆମ ଭାଷା ଓଡ଼ିଆ କୁ ନେଇ ଗର୍ବ ଅନୁଭବ କରିବା
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.