କୁଏତ ରେ ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ ସଂଗୀତ ସମାରୋହ କାର୍ଯ୍ୟକ୍ରମ - ବିପିପି,

.   ପ୍ରବାସୀ ଭାରତୀୟ ଙ୍କ ଦ୍ଵାରା ସଙ୍ଗୀତ         ସମାରୋହ 
କୁଏତ(ବ୍ୟୁରୋ ରିପୋର୍ଟ) :- ଗତକାଲି କୁଏତ ରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ ଭାରତୀୟ ପ୍ରବାସୀ ପରିଷଦ ସଙ୍ଗ ଦ୍ୱାରା ପରିଚାଳିତ ହୋଇଯାଇଛି |
ପ୍ରବାସୀ ଭାରତୀୟର ବିଭିନ୍ନ ବର୍ଗର ଗାୟକମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା | ମାଷ୍ଟର ରୋହିତ ଶ୍ୟାମଙ୍କ ସମେତ ୨୦ ଜଣ ଗାୟକ ବଲିଉଡ ସଂଗୀତ ଗାଥାର ଭିନ୍ନ ଭିନ୍ନ ଗୀତ ଗାଇଥିଲେ।
 ଅନ୍ୟ ଗାୟକମାନଙ୍କ ମଧ୍ୟରେ ବିନୋଦ ପାଣ୍ଡିର, ବିନୋୟ ସେବାଷ୍ଟିଆନ, ଅକ୍ଷୟ ପଟେଲ, ଅସ୍ୱାତୀ ଶ୍ରୀନାଥ, ଉପସାନା ସିହ୍ନା, ମିତାଲି ଜାନା, ସନ୍ତୋଷ ରାଣା, ଯୋଗେଶ ପାଣ୍ଡ୍ୟା, ହେମାଗିନି ପାଣ୍ଡ୍ୟା, କ୍ଲିଫୋର୍ଡ ମିରାଣ୍ଡା, ସଙ୍ଗୀତାବେନ ବ୍ୟାସ, ସାଗର ବିସୱା, ମୃଣାଲ ସରମା, ତିର୍ଥ ପାଣ୍ଡ୍ୟା, ବିମଳ ବର୍ମନ, ମୁକେଶ ସେଠୀ ଏବଂ ସଞ୍ଜୟ ରାମି।
ଗାୟକମାନେ ଦେଶଭକ୍ତି ଗୀତ ଗାଇ 'ଦେଶଭକ୍ତି' କବିତା ପାଠ କରୁଥିବାବେଳେ, ଦେଶଭକ୍ତି ଭାବନାରେ ଆନନ୍ଦ ରେ ଉତ୍ସାହିତ ସହିତ ଚମତ୍କାର ନୃତ୍ୟ ଉପଭୋଗ କରିଥିଲେ |
ଏହି କାର୍ଯ୍ୟକ୍ରମ ରେ, ରାମାୟା ଧନେଶଙ୍କୁ ବିଦାୟ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା, ବିପିପିର ସଭାପତି ବିନୋଇ ସେବାଷ୍ଟିଆନ୍ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିପିପି ର ସାଧାରଣ ସମ୍ପାଦକ ସୁଧୀର ଭି ମେନନ୍ ସମେତ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟ କମିଟି ର ସଭ୍ୟ ଯୋଗଦାନ କରିଥିଲେ |
କୁଏତର ଏରିଆ ସଭାପତି ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ ଙ୍କୁ ବିପିପିର ସଭାପତି ବିନୋୟ ସେବାଷ୍ଟିଆନ ପ୍ରଶଂସା କରି ଥିଲେ, ଶ୍ରୀଯୁକ୍ତ ବିଶ୍ୱରଞ୍ଜନ କୁଏତ ରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟକଳାପ ରେ ପ୍ରତେକ୍ଷ୍ୟ ଭାବରେ ଜଡିତ ସହିତ, ନିସ୍ଵାର୍ଥପର ଜନସେବା ରେ ନିଜକୁ ନିୟୋଜକ ହୋଇ କୁଏତ ରେ ଭାରତୀୟ ପ୍ରବାସୀ ଭାରତୀୟ ଙ୍କ ମଧ୍ୟରେ ମାନବିକତା ପରିଚୟ ସୃଷ୍ଟି କରିଛନ୍ତି ବୋଲି ଶ୍ରୀଯୁକ୍ତ ବିନୋୟ ସେବାଷ୍ଟିଆନ ସଂଘ ତରଫରୁ ନିଜର ଆନ୍ତରିକ ଶୁଭେଚ୍ଛା ପ୍ରଧାନ କରିଥିଲେ |
ନିକଟରେ, ଶ୍ରୀଯୁକ୍ତ ବିଶ୍ୱ ରଂଜନ - ଗୁଜରାଟରୁ ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ, ଯାହାକି ଏଜେଣ୍ଟ ଦ୍ୱାରା ଠକାମୀ ଶିକାର ହୋଇଥିଲେ |
ଅଶାୟୀ ଶ୍ରମିକ ଙ୍କୁ, ଭାରତୀୟ ଦୂତବାସ ର ସାହାଯ୍ୟ ରେ ନିଜର ରାଜ୍ୟ କୁ ପଠାଇବାରେ ବିଶ୍ୱ ରଂଜନ ଜୀ ସେମାନଙ୍କର ଉଦ୍ଧାର କାର୍ଯ୍ୟ ର ସମସ୍ତ ସୁଭିଧା କରିଥିଲେ ।
ସର୍ବଶେଷ ରେ ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗୀତା ବିଜେତା ଙ୍କୁ ବିଭିନ୍ନ ପୁରସ୍କାର କାର୍ଯ୍ୟକ୍ରମ ରେ ବଣ୍ଟନ କରାଯାଇଥିଲା | ପ୍ରକାଶ ମିଶ୍ରଙ୍କ ମଞ୍ଚ ପରିଚାଳନା ଦର୍ଶକ ଙ୍କୁ କୁ ଅନ୍ୟ ଏକ ଆକର୍ଷଣ ଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ର ୧୭ଟି ରାଜ୍ୟର ସଦସ୍ୟ ଉପସ୍ଥିତ ଥିଲେ। କର୍ଣ୍ଣାଟକ ୱିଙ୍ଗର ସ୍ୱେଚ୍ଛାସେବୀମାନେ ଅତିଥିମାନଙ୍କୁ ଉତ୍ସାହର ସହିତ ସେବା କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !