କେନ୍ଦ୍ର ଅତିରିକ୍ତ ସଚିବଙ୍କ ଇମ୍ଫା ଭୁତଳ ଖଣି ପରିଦର୍ଶନ l
ଯାଜପୁର (ସୁକିନ୍ଦା)/ବ୍ୟୁରୋ :- କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. ଶଶାଙ୍କ ଗୋଏଲ ଗତ ୭ତାରିଖରେ ଭୁବନେଶ୍ୱର ରିଜିୟନ ଖଣି ସୁରକ୍ଷା ନିର୍ଦ୍ଦେଶକ କ୍ରିଷ୍ନେନ୍ଦୁ ମଣ୍ଡଳ ଓ ଉପ ନିର୍ଦ୍ଦେଶକ ଆଇ. ସତ୍ୟନାରାୟଣାଙ୍କ ସହ ସୁକିନ୍ଦା କ୍ରୋମ ଉପତ୍ୟାକାସ୍ଥ ଇମ୍ଫାର ମହାଗିରି ଭୁତଳ ଖଣି ପରିଦର୍ଶନ କରିଥିଲେ l
ଇମ୍ଫାର ଉପ ସଭାପତି ସୁଧାଂଶୁ ପlଟନୀ ଓ ବରିଷ୍ଠ ଖଣି ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର ସେମାନଙ୍କୁ ଏହି ଭୁତଳ ଖଣିର କାର୍ଯ୍ୟ ଶୈଳୀ ସମ୍ପର୍କରେ ବିସ୍ତୃତଭାବେ ଅବଗତ କରାଇଥିଲେ l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.