କର୍କଟ ପିଡୀତଙ୍କ ଚିକିତ୍ସା ଦାବିରେ ରାଜରାସ୍ତା ନେତାଜୀ ସୁଭାଷ ସେନା l

 


କଟକ (ବ୍ୟୁରୋ ରିପୋର୍ଟ) :- ଫିରିଙ୍ଗି ବଜାର ରେ ବାସ କରନ୍ତି ରଜନୀକାନ୍ତ ମହାନ୍ତି,ଏବେ ସେ ଫୁସଫୁସ କର୍କଟ ରେ ପୀଡିତ ହୋଇ ଶଯ୍ୟାଶାୟୀ।ଛୋଟ ଝିଅ ଓ ସ୍ତ୍ରୀ କୁ ନେଇ ଛୋଟ ସଂସାର ଟେ ଥିଲା ହେଲେ ହଟାତ ତାଙ୍କ ପରିବାର ଉପରେ କର୍କର ପରି ଦୁରାସାଧ୍ୟ ରୋଗ ର ଚଡକ ପଡିଛି,ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ସେ ସୋସିଆଲ ମିଡିଆ ରେ ଆକୁଳ ନିବେଦନ କରିଥିଲେ l


 ରଜନୀକାନ୍ତ ଙ୍କ ଖବର ନେତାଜୀ ସୁଭାଷ ସେନା ଜାଣିବା ପରେ ରାଜରାସ୍ତା ରେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଭିକ୍ଷା କରିବା ସହ ସରକାର ଙ୍କୁ ନିବେଦନ କରିଛନ୍ତି ରଜନୀକାନ୍ତ ଙ୍କୁ କର୍କଟ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟ କରାଯାଉ।ସୁବାସ ସେନା ତରଫ ରୁ କଟକ ନୂଆବଜାର ଠାରୁ କଲେଜ ଛକ ପର୍ଯ୍ୟନ୍ତ ରଜନୀକାନ୍ତ ଙ୍କୁ ଆର୍ଥିକ ସାହାଯ୍ୟ ଦାବି କରି ଏକ ସଭାଯାତ୍ରା ହୋଇଥିଲା।ଓଡିଶା ର ପ୍ରତ୍ୟକ ବ୍ୟକ୍ତି ନିଜ ସକ୍ଷମ ଅନୁଯାଇ ଫୋନ ପେ କରିବାକୁ ରଜନୀକାନ୍ତ ଙ୍କ ପତ୍ନୀ ଆକୁଳ ନିବେଦନ କରିଛନ୍ତି।ଫୋନ ପେ no-୯୮୫୩୩୪୦୭୫୦

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !