ଭାଗବତ୍ ଜନ୍ମ ଉପଲକ୍ଷେ ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ଭଜନ l

 


ଯାଜପୁର (ବ୍ୟୁରୋ ରିପୋର୍ଟ) :- ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆଜିବି ସମାଜରେ ବହୁ ଲୋକ ନିଜର କର୍ମମୟ ଜୀବନ ଭିତରେ ଥିବା କିଛି ସମୟ କୁ ଉତ୍ସର୍ଗ କରିବା ଦେଖିବାକୁ ମିଳିଛି l ବିଶେଷ କରି ଯାଜପୁର ଜିଲ୍ଲା ର ଜଣେ ମାନ୍ୟଗଣ୍ୟ କଳାକାର ଦିନେଶ୍ ମଲ୍ଲିକ ଙ୍କ ଦ୍ଵାରା ଏହା ଦେଖିବାକୁ ମିଳିଛି l


 ଓଡ଼ିଶାର ଜଗନ୍ନାଥ ସଂକୃତି କୁ ଅନୁସରଣ କରି ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଛି ଶ୍ରୀମତୀ ନଳିନୀପ୍ରଭା ଦାସ୍ ଙ୍କ ଲିଖିତ ଓଡ଼ିଆ ଭଜନ l ଯାହାକୁ ସ୍ଵର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଦିନେଶ୍ ମଲ୍ଲିକ I ଏହି ଭଜନ ଟି କେବିକେ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଶୁଭମ୍ ମିଉଜିକ୍ ରେ ଶୁଣିବାକୁ ପାଇବେ ସମସ୍ତ ଜଗନ୍ନାଥ ପ୍ରେମୀ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !