ଦାନଗଦୀ ତହସିଲ ଅଧିନରେ ଥିବା ଜମି ମାଲିକଙ୍କୁ ମିଳିବ ଜମିପଟ୍ଟା l

ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ଦାନଗଦୀ ବ୍ଳକରେ ଜମି ବନ୍ଦୋବସ୍ତ (ସେଟେଲମେଣ୍ଟ) ୧୯୨୮
ମସିହାରୁ ସ୍ଥଗିତ ରହିଥିଲା । ଆଜି ପଙ୍କପାଳରୁ
ଆରମ୍ଭ ହୋଇଥିବା ବନ୍ଦୋବସ୍ତ ଦ୍ବାରା ଦାନଗଦୀ
ବ୍ଲକର ୨୨ଟି ମୌଜାର ଜମି ମାଲିକମାନେ
ଉପକୃତ ହୋଇପାରିବେ । ବନ୍ଦୋବସ୍ତ କାର୍ଯ୍ୟ
ହୋଇଗଲେ ଲୋକଙ୍କୁ ଜମିପଟ୍ଟା ମିଳିବ ।ଯାହା
କି ଭବିଷ୍ୟତ ପାଇଁ ଯୋଗ୍ୟ ବ୍ୟକ୍ତି ଜମିପଟ୍ଟା
ଦେଖାଇ ସରକାରୀ ଯୋଜନାର ସୁବିଧା
ସୁଯୋଗ ନେଇପାରିବେ । ଜମିର ମାଲିକାନା
ସରୁ ମିଳିବା ଫଳରେ ଜମିର ମାଲିକମାନେ
ନିଜର ଦରକାର ସମୟରେ ଜମି କିଣା-
ବିକା କରି ପାରିବେ । ଯାହାକି ଲୋକେ
ବହୁଦିନ ଧରି ଦାବି କରି ଆସୁଥିଲେ। ଗତ ୯୫ବର୍ଷ ହେବ ଦାନଗଦୀ ତହସିଲ ରେ ଥିବା ଲୋକ ମାନଙ୍କ
ଜମିଜମା ରେ ହେଉଥିବା ଅସୁବିଧା ଦୂର
ହେବା କୁ ଯାଉଛି।ଯାହର ଶୁଭ ଆରମ୍ଭ
ପଙ୍କପାଳ ପଞ୍ଚାୟତ ରୁ ଆରମ୍ଭ କରିଛନ୍ତି ତହସିଲ
କର୍ତ୍ତୃପକ୍ଷ l ଯାହା କୁ ସୁକିନ୍ଦା ବିଧାୟକ ତଥା
ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ନଡିଆ ବାଡେଇ ଶୁଭ 
ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !