ପାଟଣାଗଡ ର ବିଖ୍ଯାତ ଚେସ୍ ତାରକା ରଞ୍ଜିତ ସିଂହ ବାବୁ l



ପାଟଣାଗଡ (ବ୍ୟୁରୋ ରିପୋର୍ଟ) :-ଅନ୍ତର୍ଜାତିକ ଚେସ ଖେଳାଳି ତଥା ପାଟଣାଗଡ ବାସିନ୍ଦା ରଞ୍ଜିତ ସିଂହ ବାବୁ ଭାରତୀୟ ଚେସ ମହାସଂଘ ଦ୍ବାରା ତଥା ଭାରତୀୟଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ର ସହଯୋଗ ଓ ଅନ୍ତର୍ଜାତିକ ଚେସ ମହାସଂଘ ର ତତ୍ତ୍ବାବଧାନରେ ଭୂବନେଶ୍ବର ଠାରେ ଗତ ୧୫ ଡିସେମ୍ବର ୨୩ ରୁ ଆରମ୍ଭ ହୋଇ ୧୭ ଡିସେମ୍ବର ୨୦୨୩ ପ୍ରର୍ଯନ୍ତ ଆୟୋଜିତ ଚେସ କୋଚ ସେମିନାର ତଥା ପରିକ୍ଷାରେ ଭାରତ ର ବିଭିନ୍ନ ରାଜ୍ଯ ର ଜଣାଶୁଣା ୩୫ଜଣ କୋଚ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପରିକ୍ଷାରେ ପାଟଣାଗଡ ର ରଞ୍ଜିତ ସିଂହ ବାବୁ ସଫଳତା ହୋଇଛନ୍ତି। ଏଥି ପାଇଁ ପାଟଣାଗଡ ଅଞ୍ଚଳ ର ଚେସ ଖେଳାଳୀ ମାନେ ଉତ୍ସାହିତ ଅଛନ୍ତି। ଚେସ ଖେଳର ପ୍ରସସା ତଥା ନୂତନ ଚେସ ଖେଳାଳୀଙ୍କୁ କୋଚିଂ ଦେବେ ବୋଲି ଶ୍ରୀ ବାବୁ କହିଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !