ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !
ଯାଜପୁର (ବ୍ୟୁରୋ ରିପୋର୍ଟ ) :- ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସlମଲଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ଭେଟ କଲେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ l ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାଟିକୁ ଯାଜପୁର ଲୋକସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାଥୀରୂପେ ସଙ୍ଘ ପରିବାରର କାର୍ଯ୍ୟକର୍ତ୍ତା ଙ୍କୁ ଆଗାମୀ ନିର୍ବାଚନରେ ପ୍ରାଥୀ କରାଗଲେ ଦଳ ବିଜୟ ପ୍ରାପ୍ତ କରିପାରିବ ଓ ଭଲ ପ୍ରଦର୍ଶନ କରିବ ବୋଲି ଦାବି ଜଣାଇଥିଲେ ଶ୍ରୀଯୁକ୍ତ ନନ୍ଦ l ଏକ ସ୍ଵତନ୍ତ୍ର ସାକ୍ଷାତ କରି ବିଜେପି ରାଜ୍ୟ ସଭାପତିଙ୍କ ସହ ଯାଜପୁର ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶୋକ ସାମଲ ଓ ଶ୍ରୀଯୁକ୍ତ ଅଜୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ସାହୁ, ଯାଜପୁର ଜିଲ୍ଲାର ମୂଳଦୁଆ ସ୍ଥାପନ ଓ ପୂର୍ବତନ ପାଞ୍ଚ ପାଞ୍ଚ ଥର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରୁଥିବା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ସମେତ ଦୁଇ ଜଣ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଥିଲେ l ଏହି ଆଲୋଚନା ସହାୟତା ପୂର୍ଣ୍ଣ ଏବଂ ପ୍ରଗତି ଶିଳ ଥିଲା ଯାହାକି ଯାଜପୁର ଜିଲ୍ଲାରେ ହିନ୍ଦୁତ୍ୱ ବାଦୀ ରାଜନୀତିକୁ ଖୋରାକ ଯୋଗାଇବାର ସୂଚନା ମିଳୁଅଛି l ବରିଷ୍ଠ ଆଇନଜିବି ତଥା ସଙ୍ଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ...
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.