ଯାଜପୁର - ସୁକିନ୍ଦା ଦୁଇ ଚୋର ଗିରଫ

ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡ଼ିଆ ପଞ୍ଚାୟତ ର ନୂଆ ଡିହ ଗ୍ରାମର ବାସିନ୍ଦା ଶରତ ମହାରଣା ଙ୍କ ଘରୁ ଗତ 09-10-19 ତାରିଖ ଦିନ ରାତିରେ ଟ୍ରଙ୍କ ବକ୍ସ ସହ ସୁନା ଅଳଙ୍କାର ଚୋରି ହୋଇଥିବା ତା ୧୬-୧୦-୧୯ ତାରିଖ ଦିନ ସୁକିନ୍ଦା ଥାନା ରେ ଏତଲା ଦେଇଥିଲେ I ସ୍ଥାନୀୟ ଥାନା ଏସ୍ ଆଇ ସୁବାସ ଚନ୍ଦ୍ର ଦାସ କେସ୍ ନମ୍ବର ୨୪୭/୧୯ ରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ପୋଲିସ ସନ୍ଦେହ ରେ ଉକ୍ତ ଗ୍ରାମର ନରେନ୍ଦ୍ର ମହାନ୍ତ ଓ ଚନ୍ଦ୍ରମଣି ମହାନ୍ତ କୁ ଥାନାକୁ ଆଣି ଜେରା କରିବା ବେଳେ ସେମାନ ସତ ମାନିଥିଲେ ତେଣୁ ସୁକିନ୍ଦା ପୋଲିସ୍ କେସ୍ ନମ୍ବର ୨୪୭/୧୯ ଦଫା ୪୫୭,୩୮୦, ରେ ଅଭିଯୁକ୍ତ ଦୁଇଜଣଙ୍କୁ ୧୭-୧୦-୧୯ ତାରିଖ ଦିନ କୋଟ୍ ଚାଲାଣ କରିଛି I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !